ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ୨୦୧୯-୨୨ ମସିହା ଭିତରେ ୧୦,୧୨୯ଟି ଧର୍ଷଣ ମାମଲା ଆସିଛି : ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର ୪।୭: ଅପରାଧିକ ମାମଲା ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୧୯ ମସିହାରୁ ୨୦୨୨ ମସିହା ଭିତରେ ୧୦,୧୨୯ଟି ଧର୍ଷଣ ମାମଲା ଆସିଥିବା ବେଳେ ୫୫୮୪ଟି ନାବାଳିକା ଧର୍ଷଣ ମାମଲା ଆସିଛି ।

୨୦୧୯ ମସିହାରେ ୨୯୫୦ଟି, ୨୦୨୦ମସିହାରେ ୨୯୮୪ଟି, ୨୦୨୧ମସିହାରେ ୩୩୨୭ଟି, ୨୦୨୨ରେ ୮୬୮ଟି ଧର୍ଷଣ ମାମଲା ଆସିଛି ।

ସେହିଭଳି ୨୦୧୯ରେ ୧୬୩୫ଟି ନାବାଳିକା ଧର୍ଷଣ ମାମଲା, ୨୦୨୦ରେ ୧୬୪୬ଟି, ୨୦୨୧ରେ ୧୮୭୧ଟି, ୨୦୨୨ରେ ୪୩୨ଟି ନାବାଳିକା ଧର୍ଷଣ ମାମଲା ଆସିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।