ଅପରାଧ ରାଜ୍ୟ

ରାଜଧାନୀରେ ମାତିଛନ୍ତି ଯାଯାବର ଲୁଟେରା, ଘରେ ପଶି ନେଉଛନ୍ତି ଦାମୀ ସାମଗ୍ରୀ

ଭୁବନେଶ୍ୱର ୨୦।୧୦: ରାଜ୍ୟରେ ମାତିଛନ୍ତି ଯାଯାବର ଲୁଟେରା । ବାହାର ରାଜ୍ୟରୁ ଆସି ଡେରା ପକାଇଥିବା ବଞ୍ଜାରା ସୁଯୋଗ ଦେଖି ଲୁଟ କରୁଛନ୍ତି । ରାଜଧାନୀ ଭୁବନେଶ୍ବରରେ ମୋବାଇଲ ଠାରୁ ଆରମ୍ଭ କରି ଘରେ ପଶି ଲୁଟି ନେଉଛନ୍ତି ଦାମୀ ସାମଗ୍ରୀ । ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ବଞ୍ଝାରା ମାନଙ୍କୁ ଚାଲିଯିବା ପାଇଁ ତାଗିଦ୍ କରିଥିଲା ପୋଲିସ । ଏହା ପରେ ନଶୁଣିବାରୁ ଏମାନଙ୍କୁ ରାତି ଅଧିଆ ଉଠାଇ ନେଲା ପୋଲିସ୍। କିଛିଦିନ ହେବ ସହରରେ ବିଭିନ୍ନ ଲୁଟ୍ ଚୋରି ପରି ମାମଲାରେ ବାଞ୍ଜାରା ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ଅଭିଯୋଗ ହେଇଆସୁଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।