ଦେଶ ବିଦେଶ ମନୋରଞ୍ଜନ

ରାଜକୁମାରଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ହେମା

ଖାଲି ଧର୍ମେନ୍ଦ୍ର ନୁହେଁ, ଏକଦା ହେମାମାଳିନୀଙ୍କ ପ୍ରେମରେ ପୂରା ବି-ଟାଉନ୍ ଉବୁଟୁବୁ ହେଉଥିଲା। ଜିତେନ୍ଦ୍ର ଓ ସଂଜୀବ କୁମାରଙ୍କ ସହ ଅଭିନେତା ରାଜକୁମାର ବି ତାଙ୍କୁ ନିଜ ଜୀବନସଙ୍ଗିନୀ କରିବା ପାଇଁ ଜୋରଦାର କସରତ କରିଥିଲେ। ଏପରିକି ହେମାଙ୍କ ନିକଟତର ହେବା ପାଇଁ ସେ ୧୯୯୧ରେ ମୁକ୍ତିଲାଭ କରିଥିବା ‘ଲାଲ୍ ପଥର’ ଚଳଚ୍ଚିତ୍ରରୁ ଅଭିନେତ୍ରୀ ବୈଜୟନ୍ତୀମାଳାଙ୍କୁ ହଟାଇ ଦେଇଥିଲେ। ବଡ଼ ପରଦାରେ ମୁକ୍ତିଲାଭ କରିବା ଚଳଚ୍ଚିତ୍ର ଦର୍ଶକାଦୃତି ଲାଭ କରିଥିଲା। ଏହା ପରେ ଗୋଟିଏ ଭଲ ଦିନ ଦେଖି ହେମାଙ୍କୁ ପ୍ରେମ ନିବେଦନ କରିଥିଲେ ରାଜକୁମାର। କିନ୍ତୁ ହେମା କ୍ଷଣିକରେ ତାଙ୍କ ପ୍ରସ୍ତାବକୁ ମନା କରିବା ସହ ସେ ତାଙ୍କର ପସନ୍ଦ ନୁହନ୍ତି ବୋଲି ରୋକଠୋକ୍‌ କହି ଦେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ