ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମ୍ୟାଚରେ ସବୁବେଳେ ଜିତୁଥିଲେ । ହେଲେ ମ୍ୟାଚ୍ ବେଳେ ଜୀବନ ଯୁଦ୍ଧରେ ହାରିଗଲେ ବକ୍ସର

ଅନ୍ତର୍ଜାତୀୟ କ୍ରୀଡା ଜଗତ ପାଇଁ ଦୁଃଖଦ ଖବର । ସବୁ ମ୍ୟାଚରେ ଜିତିଆସୁଥିବା ବକ୍ସର ଜୀବନ ଯୁଦ୍ଧରେ କିନ୍ତୁ ହାରିଗଲେ । ମ୍ୟାଚ୍ ଚାଲିଥିଲା । ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ଜିତିବା ପରେ ତୃତୀୟ ରାଉଣ୍ଡରେ ଜିତିଅସୁଥିଲେ । ହେଲେ ହଠାତ୍ ତଳେ ପଡିଯାଇଥିଲେ ଜାର୍ମାନୀର ଖ୍ୟାତନାମା ବକ୍ସର ମୁସା ୟାମକ । ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ବି ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ବକ୍ସି ରିଙ୍ଗରେ ଖେଳୁଥିବାବେଳେ ହିଁ ହୃଦଘାତରେ ତାଙ୍କ ଜୀବନ ଚାଲିଯାଇଛି ।

ମୁନିଚରେ ଚାଲିଥିବା ବକ୍ସିଙ୍ଗ ଚାମ୍ପିଅନସିପରେ ମୁସା ଊଗାଣ୍ଡାର ହାମଜା ୱାଣ୍ଡେରାଙ୍କୁ ଭେଟିଥିଲେ । ହେଲେ ମ୍ୟାଚର ତୃତୀୟ ରାଉଣ୍ଡ ପୂର୍ବରୁ ହଠାତ୍ ମୁସା ମୂର୍ଚ୍ଛା ହୋଇ ତଳେ ପଡିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ