ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ମୋ ପ୍ରେମିକା ଗର୍ଭବତୀ’; ମହିଳାଙ୍କ ଶାଶୁଘରକୁ ଆମ୍ବୁଲାନ୍ସ ପଠାଇଲା ଯୁବକ, କାନପୁର ପୋଲିସର ତଦନ୍ତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଲକ୍ଷ୍ନୌ: ଏକ ତରଫା ପ୍ରେମରେ ଅନ୍ଧ ହୋଇ ଯୁବକଙ୍କ ପାଗଳାମୀ । ପ୍ରେମିକା ଘରକୁ ପଠାଇଲା ଆମ୍ବୁଲାନ୍ସ । ଭେଟ କରିବାକୁ ମନା କରିବାରୁ ଶାଶୁଘରକୁ ଆମ୍ବୁଲାନ୍ସ ପଠାଇଥିଲା ଯୁବକ । ମହିଳାଜଣଙ୍କ ଗର୍ଭବତୀ ଥିବା ମିଛ ଷଡ଼ଯନ୍ତ୍ର ରଚିଥିଲା । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁର ଅଞ୍ଚଳରେ । ପୋଲିସ୍ ଘଟଣାର ତଦନ୍ତ କରୁଛି ।

ଦୁଇମାସ ହେଲା ମହିଳାଙ୍କୁ ହାଇରାଣ କରୁଥିଲା ଯୁବକ । କାନପୁର ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରୁଛି । ସୂଚନା ଅନୁଯାୟୀ, ଯୁବକ ଜଣକ ମହିଳାଙ୍କୁ ଏକ ତରଫା ପ୍ରେମ କରୁଥିଲେ । ବାହାଘର ପରେ ସାକ୍ଷାତ କରିବାକୁ ଚାହୁଁଥିଲେ । ହେଲେ ଏଥିରେ ମହିଳା ମନା କରିବାକୁ ପାଗଳାମି ଆରମ୍ଭ କରିଥିଲା ଅଭିଯୁକ୍ତ । ମହିଳା ଜଣକ ଗର୍ଭବତୀ ଥିବା କହି କାଶିରାମ ହସ୍ପିଟାଲରୁ ଏକ ଆମ୍ବୁଲାନ୍ସ ଘରକୁ ପଠାଇଥିଲା । ଏହାକୁ ଶାଶୁଘର ଲୋକ ଅଣଦେଖା କରିଥିଲେ । ପରେ ମହିଳା ଜଣକ ସୁଇସାଇଡ୍ କରିଛନ୍ତି ବୋଲି ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ କରି ଜଣାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମିଛ ଷଡ଼ଯନ୍ତ୍ର ଜାଣିବାକୁ ପାଇଥିଲା ।

ପୋଲିସ ଅଭିଯୁକ୍ତ ଯୁବକ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କାନପୁର ଏସଡିପିଓ କହିଛନ୍ତି, ଅଭିଯୁକ୍ତର ଲୋକେସନ ଟ୍ରାକ୍ କରାଯାଉଛି ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ