ଅପରାଧ ରାଜ୍ୟ

ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଅଭିଯୋଗ : ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ, ତହସିଲଦାରଙ୍କୁ ନୋଟିସ୍ ଜାରି

ବଲାଙ୍ଗିର ୪।୭: ବଲାଙ୍ଗିର ଧୁମାମରା ଜମି କେଳେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ଗିରଫ କଲା ପୋଲିସ । ଜମି ମାଫିଆ ମାଧବ ପୃଷ୍ଟି ସହ ଉତ୍ତମ ନାଗକୁ ଗିରଫ କଲା ସଦର ଥାନା ପୋଲିସ I ଅନ୍ୟ ଜଣେ ସହଯୋଗୀ ଦେବରାଜ ରାଉତ ଥାନାରେ ଅଟକ l ହ୍ୟାଣ୍ଡରାଇଟିଂ ବ୍ୟୁରୋଙ୍କୁ ଜବତ ଦସ୍ତାବିଜ ପଠାଗଲା I ସେପଟେ ୯୧ CRPCରେ ତହସିଲଦାରଙ୍କୁ ନୋଟିସ୍ ଜାରି କଲା ବଲାଙ୍ଗୀର ପୋଲିସ I

ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗୀର ଧୁମାମରା ଅଞ୍ଚଳର ମୃତ ହର୍ସ ସାଣ୍ଢଙ୍କ ଜମି ବିକ୍ରି ନେଇ ଅଭିଯୋଗ ହୋଇଥିଲା । ଘଟଣା ରେ ତହସିଲଦାର ଓ ଆରଆଇଙ୍କ ସମେତ ୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।