ମନୋରଞ୍ଜନ ରାଜ୍ୟ

ମୁଁ ଝିଅ ନୁହେଁ କି ଉର୍ବଶୀ ନୁହେଁ.. ମୁଁ ରାଣୀ ପଣ୍ଡା

ଭୁବନେଶ୍ୱର ୧୪।୦୫: ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା । ସବୁବେଳେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ରାଣୀ ବର୍ତ୍ତମାନ ଅନ୍ୟ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ୍‌ ମିଡିଆରେ ରାଣୀ ପଣ୍ଡାଙ୍କ ଏକ ରିଲ୍‌ ଖୁବ ଭାଇରାଲ ହେଉଛି ।

ଭିଡିଓର କ୍ୟାପ୍‌ସନରେ ରାଣୀ ପଣ୍ଡାଙ୍କ ଡ୍ୟାନ୍ସ ଓ ଅଭିନୟକୁ ନେଇ ଯେତିକି ଚର୍ଚ୍ଚା ହେଉନି । ତାଠୁ ଭିଡିଓରେ ଲେଖାଥିବା କ୍ୟାପ୍‌ସନକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଗୀତର କ୍ୟାପସନ୍‌ରେ ମୁଁ ଝିଅ ନୁହେଁ କି ଉର୍ବଶୀ ନୁହେଁ.. ମୁଁ ରାଣୀ ପଣ୍ଡା ବୋଲି ଲେଖାହୋଇଛି । ଯାହାକୁ ନେଇ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି । ତାଙ୍କର ଏହି ଭିଡିଓର ଜବରଦସ୍ତ ଲାଇକ୍‌ ସହ ଖୁବ୍‌ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି ଫ୍ୟାନ୍ସ । ଏପିରିକି କେହି କେହି କମେଣ୍ଟ ବକ୍ସରେ ‘ସୋ ବିୟୁଟିଫୁଲ୍‌’ ବୋଲି ମଧ୍ୟ ଲେଖିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ