ଧର୍ମ ରାଜ୍ୟ

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଠାବ, ଯନ୍ତାଳ ପୂଜା ପରେ ମଧ୍ୟରାତ୍ରରେ ମା’ଙ୍କର ହୋଇଛି ଆବିର୍ଭାବ

ଅନୁଗୁଳ ୦୭।୦୪ : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଉଭାସ୍ଥଳୀ ମନ୍ଦିରରେ ପଶ୍ଚିମ ପାର୍ଶ୍ଵରେ ଠାବ। ଗଜରା ସିଂ ଷ୍ଟାଡିୟମ ନିକଟରେ ମା ଆବିର୍ଭାବ। ଯନ୍ତାଳ ପୂଜା ପରେ ମଧ୍ୟରାତ୍ରରେ ମା ହୋଇଛନ୍ତି ଆବିର୍ଭାବ ।

ସେହିପରି ମାଆଙ୍କ ପାଖରେ ଚରାପଥର ଲାଗି ହୋଇଛି। କିନ୍ତୁ ମାଆଙ୍କର ମୁଖ୍ୟ ଯାତ୍ରା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ । ଏହା ୯ ଦିନ ବ୍ୟାପି ହେବାକୁ ଥିବା ହିଙ୍ଗୁଳା ଯାତ୍ରା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୩ ତାରିଖ ପର୍ଯ୍ୟନ୍ତ ମା ଅଗ୍ନିରୁପରେ ଭକ୍ତଙ୍କୁ ଦର୍ଶନ ଦେବେ। ୨୩ ତାରିଖରେ ଶିତୁଳା ଯାତ୍ରା ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ