ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ମାନିଲେନି କଟକଣା : ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଦୋକାନୀ ଗଣିଲେ ତଣ୍ଡ

ଭୁବନେଶ୍ୱର୧୧/୪: ଭାଇରସକୁ ରୋକିବାକୁ ସାରା ରାଜ୍ୟରେ କୋଭିଡ କଟକଣାକୁ ଜୋରଦାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ଦିନ ଧରି ମାସ୍କ ପରିଧାନକୁ ଗୁରୁତ୍ୱ ଦେଇଛନ୍ତି । ଏପରିକି ମାସ୍କ ନପିନ୍ଧିଲେ ଫାଇନ ମଧ୍ୟ ଆଦାୟ ହେଉଛି । ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ ବି କରାଯାଉଛି । ତଥାପି କିଛି ଅମାନିଆ ମାସ୍କ ପିନ୍ଧୁନାହାଁନ୍ତି କି ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉନାହାଁନ୍ତି ।

ଦୋକାନୀ ମାନେ ମଧ୍ୟ ବ୍ୟବସାୟ ଆଳରେ ପାଳନ ନିୟମ ଉଲ୍ଲଙ୍ଘନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ନିୟମ କଡ଼ାକଡି ପାଳନ ହେଉଛି କି ନାହିଁ ତାହା ଜାଣିବାକୁ ଭୁବନେଶ୍ୱରର ବିଭିନ୍ନ ମାଛ ମାର୍କେଟରେ କମିଶନରେଟ ପୋଲିସର ଚଢାଉ କରିଥିଲା । ୪ ନମ୍ବର ମାଛ ମାର୍କେଟ, ଶୈଳଶ୍ରୀ ବିହାର ମାଛ ମାର୍କେଟରେ ପୋଲିସ ଏହି ଚଢାଉ କରିଥିଲା । ଏହି ସମୟରେ ବିଭିନ୍ନ ଦୋକାନୀ କୋଭିଡ ନିୟମ ଉଲଂଘନ କରୁଥିବା ଦେଖି ପୋଲିସ ସେମାନଙ୍କ ଠାରୁ ଫାଇନ୍ ଆଦାୟ କରିଥିଲା । ଏହାସହ ଗ୍ରାହକ ଦୋକାନୀଙ୍କୁ ସଚେତନ ମଧ୍ୟ କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ