ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମାଟ୍ରିକ୍ ପରୀକ୍ଷାରେ ସଫଳ ହେଲେ ଚାଷୀ ପରିବାରର ଝିଅ, ୬୦୦ ରୁ ରଖିଲେ ୫୮୩ ନମ୍ୱର

ସମ୍ୱଲପୁର ୦୭/୦୭: ମାଟ୍ରିକ ପରୀକ୍ଷା ଫଳରେ ୫୮୩ ମାର୍କ ରଖି ଯୁଗ୍ମ ଭାବରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କଲେ ଚାଷୀ ପରିବାରର ଝିଅ । ସମ୍ୱଲପୁର କଲମାଟି ଗ୍ରାମର ଚାଷୀ ଗୋକୁଳାନନ୍ଦ ପ୍ରଧାନଙ୍କ ଝିଅ ଗୀତିକା ପ୍ରଧାନ ଜିଲ୍ଲା ପାଇଁ ଏହି ଗର୍ବ ଆଣିଛନ୍ତି । ସେ ୬୦୦ ମାର୍କରୁ ୫୮୩ ମାର୍କ ରଖି ଏହି ସଫଳତା ହାତେଇଛନ୍ତି ।

ଗୋବିନ୍ଦପାଲି ଶିଶୁ ମନ୍ଦିର ଛାତ୍ରୀ ଗୀତିକା ଏହାର ଶ୍ରେୟ ମାଁ ବାପା ଓ ଶିକ୍ଷକ ଶିକ୍ଷୟିତ୍ରୀ ଦେବା ସହ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଥିବା କହିଛନ୍ତି । ତେବେ ଏହି ଖବର ଆସିଲା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଖବର ପାଇ କଲାମାଟି ସରପଂଚ ସୁଷମା ସାହୁ ତାଙ୍କ ଘରକୁ ଯାଇ ଘରକୁ ଯାଇ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି