ଅପରାଧ ରାଜ୍ୟ

ମାଓବାଦୀଙ୍କ ସହ ସଂପୃକ୍ତି ନେଇ ଗିରଫ କରିଥିଲା ପୋଲିସ୍‌, ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

କଣ୍ଟାବାଞ୍ଜି, ୧୨/୦୭: ମାଓବାଦୀରେ ସଂପୃକ୍ତି ଥିବା ଅଭିଯୋଗରେ ଜେଲ୍‌ରେ ଥିବା ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ । ଗତ ୨୦୧୭ ମସିହାରୁ ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିବା ନିର୍ମଳା ମାଝି ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣାପଡ଼ିଛି । ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଶୁଣାଣୀ ପରେ କଣ୍ଟାବାଞ୍ଜି ଏଡିଜେ ତାଙ୍କୁ ଜେଲ୍‌ରୁ ଖଲାସ କରିଛନ୍ତି । ୨୦୧୩ ମସିହାରେ ଡ଼ଙ୍ଗୀଆ ମଦ ଭାଟିକୁ ମାଓବାଦୀମାନେ ଜାଳିଥିଲେ । ଏହି ଘଟଣାରେ ନିର୍ମଳାର ସଂପୃକ୍ତି ଥିବା ନେଇ ଗିରଫ କରିଥିଲା ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।