ଦେଶ ବିଦେଶ ମନୋରଞ୍ଜନ

ମାଆଙ୍କ ସାଙ୍ଗ ସହ ଥିଲା ସମ୍ପର୍କ, Lock Uppଶୋ’ରେ ଖୁଲାସା କଲେ ଶିବମ୍‌ ଶର୍ମା…

ଏକତା କପୁରଙ୍କ ରିଆଲିଟି ଶୋ’ ଲକ୍ ଅପ୍ ଆରମ୍ଭ ହୋଇଯାଇଛି । ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ଶୋ’ରେ ବର୍ତ୍ତମାନ ନୂଆ ବିବାଦ ଏବଂ ଖୁଲାସା ଶୁଣିବାକୁ ମିଳୁଛି । ଯାହା ପ୍ରତିଯୋଗୀ ସମେତ ହୋଷ୍ଟଙ୍କୁ ବି ଆଶ୍ଚର୍ଯ୍ୟ କରୁଛି । ଶନିବାର ତହସିନ ଏମିତି ଏକ ଖୁଲାସା କରିଥିଲେ ଯାହାକୁ ଶୁଣି ସମସ୍ତେ ତାଜୁବ୍‌ ହୋଇଯାଇଥିଲେ । ଗତକାଲି ଅର୍ଥାତ୍‌ ରବିବାର ଏପିସୋଡରେ, ଶିବମ୍‌ ଶର୍ମା, କରଣଭୀର ବୋହରା ଏବଂ ପାୟଲ ରୋହତଗିଙ୍କ ନାମ ଚାର୍ଜସିଟରେ ଆସିଥିଲା ​​। କିନ୍ତୁ ଶିବମ୍‌ ଶର୍ମା ବଜର ଦବାଇ ତାଙ୍କ ଜୀବନର ସବୁଠାରୁ ବଡ ରହସ୍ୟରୁ ପରଦା ଉଠାଇ ଥିଲେ ।

କଙ୍ଗନା ଶିବମଙ୍କୁ ଏହି ସବୁ ବିଷୟରେ କହିଥିଲେ କି ତୁମେ ଯେମିତି କନଣ୍ଟ୍ରାକ୍ଟରେ ଲେଖିଥିଲ ଠିକ୍‌ ସେହି ଭଳି କୁହ। ଏହା ପରେ ଶିବମ୍‌ କହିଥିଲେ କି- ହଁ ମୋର ଜଣେ ମହିଳାଙ୍କ ସହ ସମ୍ପର୍କ ଥିଲା ‘ ସେ ପୁଣି ଛାଡପତ୍ର ହୋଇଥିବା ମହିଳା ଯିଏ ମୋ ଘର ପାଖରେ ରହୁଥିଲେ । ସବୁଠାରୁ ବଡ କଥା ହେଲା ସେ ମୋ ମାଙ୍କର ବନ୍ଧୁ ଥିଲେ ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲି । ଏଥିରେ କିଛି ଭୁଲ୍ ନାହିଁ କାରଣ ସେ ଛାଡପତ୍ର ହୋଇଥିଲେ ଏବଂ ମୁଁ ତାଙ୍କୁ ସେକ୍ସସୁଆଲ ଲାଇଫ୍‌ରେ ସାହାଯ୍ୟ କରିବାକୁ ଚାହୁଁଥିଲି। ମୁଁ ବହୁତ ଭଲ ଧଳା ପାସ୍ତା ସସ୍ ତିଆରି କରେ, ଏଥିପାଇଁ ମୁଁ ଏହି ପାସ୍ତାକୁ ତିଆରି କରି ତାଙ୍କ ପାଇଁ ନେଇକି ଯାଉଥିଲି । ଦୁହେଁ ରାତି ରାତି ଭଲ ସମୟ କଟାଉଥିଲୁ । ଏହା ବହୁତ ପୁରୁଣା କଥା , ଏହି ସବୁକୁ ୮-୯ବର୍ଷ ବିତିଗଲାଣି । ସେତେବେଳେ ମୁଁ କଲେଜରେ ଥିଲି ।

ଶେଷରେ ଶିବମ କହିଥିଲେ, ‘ଏହି ଦୁନିଆ ନିରାଶାରେ ପରିପୂର୍ଣ୍ଣ ଏବଂ ଆମକୁ ପ୍ରେମ ବିସ୍ତାର କରିବାକୁ ପଡିବ। କାରଣ ସେ ତାଙ୍କ ସ୍ବାମୀ ହରାଇ ଥିଲେ । ସେ ମୋ ପ୍ରତି ଆଗ୍ରହ ଥିଲେ । ଏହି କାରଣରୁ ମୁଁ ରାଜି ହୋଇଗଲି । ଆଉ ଏହା ଗୋଟିଏ ପାର୍ଶ୍ବରୁ ନଥିଲା ଏହା ଉଭୟ ପାର୍ଶ୍ୱରୁ ଆସିଥିଲା। ଏହାକୁ ଆମେ ‘ପ୍ୟାର୍ ଦୋ.. ପ୍ୟାର୍ ଲୋ’ ବୋଲି କହିପାରିବା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ