ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳ ବିବାଦ ମାମଲା, ଟ୍ରିବୁନାଲରେ ଓଡିଶାର ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ ୦୧।୦୫: ମହାନଦୀ ଜଳ ବିବାଦ ମାମଲା । ମହାନଦୀ ଜଳ ବିବାଦ ଟ୍ରିବୁନାଲରେ ଓଡିଶାର ସତ୍ୟପାଠ ଦାଖଲ । ପ୍ରଥମ ସାକ୍ଷୀଙ୍କର ସତ୍ୟପାଠ ଦାଖଲ କଲା ଓଡିଶା । ୧୫୦ ପୃଷ୍ଠା ବିଶିଷ୍ଟ ସତ୍ୟପାଠରେ ରହିଛି ମହାନଦୀ ସମ୍ପର୍କିତ ତଥ୍ୟ । ଓଡିଶାର ପ୍ରଥମ ସାକ୍ଷୀ ହେଉଛନ୍ତି କୃଷି ବିଶେଷଜ୍ଞ ଡାକ୍ତର ଦୟାକର ନାୟକ । ଆସନ୍ତା ମେ ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ।

ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ. ଏମ୍‌. ଖାଠିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଏନେଇ ଶୁଣାଣି ହୋଇଥିଲା । ଉଭୟ ରାଜ୍ୟଙ୍କ ପକ୍ଷ ଶୁଣିବାପରେ ଟ୍ରିବ୍ୟୁନାଲ ମହାନଦୀ ଜଳ ବିବାଦ ନେଇ ସମସ୍ତ ପ୍ରମାଣଭିତ୍ତିକ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ଏହାଛଡ଼ା ଉଭୟ ରାଜ୍ୟ ଚାହିଁଲେ ଅତିରିକ୍ତ ତଥ୍ୟ ମଧ୍ୟ ଉପସ୍ଥାପନ କରିପାରିବେ ବୋଲି ଟ୍ରିବ୍ୟୁନାଲ ଉଲ୍ଲେଖ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।