ଅପରାଧ ରାଜ୍ୟ

ମନ୍ଦିର ପରିସରରେ ମାତିଲେ ଲୁଟେରା, କାଟିନେଲେ ୩୦ ଲକ୍ଷ ଟଙ୍କାର ଚନ୍ଦନ ଗଛ

ଭୂବନ ୧୭/୦୫: ବିଳମ୍ୱିତ ରାତିରେ ମାତିଲେ ଲୁଟେରା । ସୋମବାର ବିଳମ୍ୱିତ ରାତିରେ ମନ୍ଦିର ପ୍ରାଙ୍ଗଣରୁ ଚନ୍ଦନ ଗଛ କାଟି ନେଇଛନ୍ତି ଦୁର୍ବୃତ୍ତ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁଷଳ ଗ୍ରାମ ଝରଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ।

ଆଜିକୁ କୋଡିଏ ବର୍ଷ ହେବ ଗ୍ରାମବାସୀ ମନ୍ଦିର ପ୍ରାଙ୍ଗଣରେ ଦୁଇଟି ଚନ୍ଦନ ଗଛ ଲଗାଇଥିଲେ । କିନ୍ତୁ ଗତକାଲି ରାତିରେ ଦୁଇଟିରୁ ଗୋଟିଏ ଗଛ ଦୁର୍ବୃତ୍ତମାନେ କାଟି ନେଇଥିବା ବେଳେ ଅନ୍ୟ ଗଛଟିକୁ ଅଧା କାଟି ଛାଡି ଚାଲିଯାଇଛନ୍ତି । ତେବେ ଚନ୍ଦନ ଗଛଟିର ମୂଲ୍ୟ ତିରିଶ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।