ଅପରାଧ ରାଜ୍ୟ

ମଦ ମିଳିଲା ନାହିଁ, ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ରୋଗୀ

ରାଉରକେଲା ୦୮।୦୫ : ମଦ ମିଳିଲା ନାହିଁ, ସେଥିପାଇଁ ରୋଗୀଙ୍କ ଆତ୍ମହତ୍ୟା । ମଦ ନମିଳିବାରୁ ଆତ୍ମହତ୍ୟା କରିଛନ୍ତି ରୋଗୀ। ରାଉରକେଲା ଆରଜିଏଚରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ରୋଗୀ । ଆତ୍ମହତ୍ୟା କରିଥିବା ରୋଗୀଙ୍କ ନାଁ ହେଉଛି ସହର ଝରା ।

ଖବର ଅନୁଯାୟୀ, ଗୋଡ଼ ଭଙ୍ଗା ଚିକିତ୍ସା ପାଇଁ ଗତ ବୁଧବାର ଦିନ ସହର ଝରା ଆରଜିଏଚରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କୁ ମଦ ନମିଳିବାରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗାମୁଛା ଲଗାଇ ବେକରେ ଆତ୍ମହତ୍ୟା କରିଛନ୍ତି ରୋଗୀ । ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।