ଅପରାଧ ରାଜ୍ୟ

ଭୁବନେଶ୍ୱରରେ ଚନ୍ଦୁ ହତ୍ୟାକାଣ୍ଡ ମାମଲା, ମୁଖ୍ୟ ଅଭିଯୁକ୍ତ ରଞ୍ଜୁ ଗିରଫ

ଭୁବନେଶ୍ୱର ୧୨।୦୯: ଚନ୍ଦୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରଞ୍ଜୁ ଗିରଫ୍। ଲେଡି ଡନ୍ ରଞ୍ଜୁକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଧଳା ଜହର ବିକ୍ରି କରୁଥିବା ରଞ୍ଜୁକୁ ସବୁବେଳେ ଧମକ ଦେବା ସହ ରଞ୍ଜୁ ନିକଟରୁ ବଟି ଆଦାୟ କରୁଥିଲା ଚନ୍ଦୁ। ବଟି ନଦେଲେ ପୋଲିସରେ ଧରାଇ ଦେବାକୁ ଧମକ ଦେଉଥିଲା ଚନ୍ଦୁ। ଏକଥା ପୋଲିସ ଆଗରେ କହିଛି ଅଭିଯୁକ୍ତ ରଞ୍ଜୁ । ଗତ ୯ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଚନ୍ଦୁ ଓ ତାର ଦୁଇ ସହଯୋଗୀଙ୍କୁ ଗୋଡାଇ ଗୋଡାଇ ରଞ୍ଜୁ ଓ ତାର ସ୍ଵାମୀ ଆକ୍ରମଣ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।