ଦେଶ ବିଦେଶ ମନୋରଞ୍ଜନ

ଭିଡ ଭିତରେ ଗର୍ଲଫ୍ରେଣ୍ଡଙ୍କୁ ସମ୍ଭାଳୁଥିବାର ନଜର ଆସିଲେ ଅର୍ଜୁନ କପୁର, ଭିଡିଓ ଦେଖି ଅଶ୍ଳୀଳ କମେଣ୍ଟ ଦେଲେ ୟୁଜର୍ସ

ନୂଆଦିଲ୍ଲୀ ୦୫/୧୧: ଗତକାଲି ସମଗ୍ର ଦେଶରେ ଦୀପାବଳି ପାଳନ କରାଯାଇଥିଲା। ବଲିଉଡରେ ମଧ୍ୟ ଖୁବ୍ ଧୁମ୍ ଧାମ୍‌ ର ସହିତ ଦୀପାବଳି ପାଳନ କରାଯାଇଥିଲା। ଅନେକ ଷ୍ଟାର ସେମାନଙ୍କ ଘରେ ଦୀପାବଳି ପାର୍ଟି ରଖିଥିଲେ, ଯେଉଁଥିରେ ବଲିଉଡ ଷ୍ଟାରମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ସେହିପରି ଅଭିନେତା ଅନିଲ କପୁର ତାଙ୍କ ଘରେ ଦୀପାବଳି ପାର୍ଟି ରଖିଥିଲେ।ଏହି ପାର୍ଟିରେ ଅନେକ ବଲିଉଡ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା। ପରିବାରର ସମସ୍ତ ସଦସ୍ୟ ମଧ୍ୟ ଘରେ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କ ପାର୍ଟିରେ ଚାରଚାନ୍ଦ ଲଗାଇଥିଲେ ଅର୍ଜୁନ କପୁର ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଆରୋଡା। ଏହି ଅବସରରେ ଅର୍ଜୁନ ମଲାଇକାକୁ ସଂପୂର୍ଣ୍ଣ ଭାବେ ସମ୍ଭାଳୁଥିବାର ଦେଖିବାକୁ ମିଳିଥିଲା।

ଅର୍ଜୁନ କପୁର ଏବଂ ମଲାଇକା ଆରୋଡାଙ୍କ ଭାଇରାଲ ଭିଡିଓ ବଲିଉଡର ପ୍ରସିଦ୍ଧ ଫଟୋଗ୍ରାଫର ଭାଇରାଲ ଭାୟାନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଏହି ଭିଡିଓରେ ମଲାଇକା ଗୋଲାପୀ ରଙ୍ଗର ସାଢୀରେ ହଟ୍ ଦେଖାଯାଉଥିଲେ। ଏହି ସମୟରେ ଅର୍ଜୁନ ଏକ କଳା କୁର୍ତ୍ତା ପିନ୍ଧିଥିଲେ। ଅର୍ଜୁନ ଗଣମାଧ୍ୟମ ଭିଡ଼ରୁ ମଲାଇକାଙ୍କୁ ସମ୍ଭାଳୁଥିବାର ଦେଖିବାକୁ ମିଳିଥିଲା। ଅର୍ଜୁନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି ଭିଡିଓ ଦେଖି ଅନେକ ୟୁଜର ତାଙ୍କୁ ଅଶ୍ଳୀଳ କମେଣ୍ଟ କରୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ