ଦେଶ ବିଦେଶ ମନୋରଞ୍ଜନ

ଭାଲେଣ୍ଟାଇନ୍ସ ଡେ’ରେ ମଡେଲ୍‌ଙ୍କର ନୂଆ ପ୍ଲାନ, ୭ ଲକ୍ଷରୁ ୪୫ ଲକ୍ଷ ପର୍ଯ୍ୟନ୍ତ ରହିଛି ଅଫର

ନୂଆଦିଲ୍ଲୀ ୦୯।୦୨: ଫେବୃୟାରୀ ମାସକୁ ପ୍ରେମର ମାସ ବୋଲି କୁହାଯାଏ । କାହିଁକି ନା ଏହା ମାସର ପ୍ରଥମ ସପ୍ତାହରୁ ପ୍ରେମ ସପ୍ତାହ ଆରମ୍ଭ ହୋଇ ଯାଇଥାଏ । ଏଥିପାଇଁ ଅନେକ ପ୍ରେମୀଯୁଗଳ ଏହାକୁ ପାଳିଥାନ୍ତି । ଠିକ୍‌ ସେହିପରି ୨୭ ବର୍ଷିୟ ଜଣେ ମଡେଲ୍ ଏହି ଭାଲେଣ୍ଟାଇନ୍ସ ଡେ’ରେ ଯିବାକୁ ଏରୋଟିକା ସାଇଟରେ ତାଙ୍କ ଫ୍ୟାନ୍ସମାନଙ୍କୁ କହିଥିଲେ । ସେହି ମଡେଲ ସହିତ ଡେଟ୍‌ରେ ଯିବା ପାଇଁ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ଅଫର ମିଳିଛି।

ମିଡିଆ ରିପୋର୍ଟ ଅନୁଯାୟୀ ୨୭ ବର୍ଷର ଏହି ମଡେଲ୍ ଜଣଙ୍କ ଏଲିଜାବେଥ୍ ଆମେରିକାର କାଲିଫର୍ଣ୍ଣିଆରେ ରୁହନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ୨.୯ ମିଲିୟନରୁ ଅଧିକ ପ୍ରଶଂସକ ଅଛନ୍ତି। ଯେଉଁଠାରେ ସେ ପ୍ରାୟତ ପୁରୁଷଙ୍କ ଫ୍ୟାନ ଫଲୋର୍ସ ଅଧିକ ଥାଏ । ବର୍ତ୍ତମାନ ସେ ଭାଲେଣ୍ଟାଇନ୍ ଡେ ଯୋଜନା କରୁଛନ୍ତି ବୋଲି କହିଛନ୍ତି । ଏନେଇ ଏଲିଜାବେଥ୍ କହିଛନ୍ତି ଯେ ସେ ଫେବୃଆରୀ ୧୪ ପାଇଁ କିଛି ନୂଆ କରିବାର ଆରମ୍ଭ କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତି ପରେ ସେ ହଜାରେ ପାଉଣ୍ଡ ଏବଂ ଗିଫ୍ଟର ବର୍ଷା କରି ଦେଇଛନ୍ତି ।

ଏଲିଜାବେଥ୍ ଏଥିପାଇଁ ବର୍ତ୍ତମାନ ତାଙ୍କ ୱାଇନ୍‌ ଏବଂ ଡିନରରେ ଲୋକମାନେ ତାଙ୍କ ଖାଇବେ ସେଥିପାଇଁ ପ୍ଲାନ କରୁଛନ୍ତି । କିନ୍ତୁ ଲୋକମାନେ ଏଥିପାଇଁ ମୂଲ୍ୟ ମଧ୍ୟ ଦେବାକୁ ପଡିବ । ଏନେଇ ସେ ଇନଷ୍ଟାଗ୍ରାମରେ ‘ନିଲାମ’ର ଘୋଷଣା କରିଛନ୍ତି । ଏହି ଭିଡିଓ ସେୟାର କରି ପରଠାରୁ ଏଲିଜାବେଥଙ୍କୁ ସାତ ଲକ୍ଷ ଠାରୁ ୪୫ ଲକ୍ଷ ପର୍ଯ୍ୟନ୍ତ ଅଫର ମିଳିସାରିଛି । ଅନ୍ୟମାନେ ତାଙ୍କୁ ପ୍ରେମ ପାଇବା ଆଶାରେ ମହଙ୍ଗା ଉପହାର ଦେଇ ବର୍ଷା କରିଛନ୍ତି । କେହି କେହି ତାଙ୍କୁ ବିବାହ କରିବାର ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଯୁବତୀଙ୍କୁ ତାଙ୍କର ଅନେକ ପ୍ରଶଂସକଙ୍କ ଠାରୁ ତାଙ୍କୁ ଅନେକ ଅଫର ମଧ୍ୟ ମିଳି ସାରିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ