ଖେଳ ଦେଶ ବିଦେଶ

ଭାରତୀୟ ବିଶ୍ବକପ୍‌ ଦଳରେ ଶ୍ରୀୟଙ୍କା

ଭୁବନେଶ୍ବର: ଚଳିତ ବର୍ଷ ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ଖେଳାଯିବାକୁ ଥିବା ଆଇଏସଏସଏଫ୍‌ ବିଶ୍ବକପ୍‌ ଲାଗି ଓଡ଼ିଶାର ଉଦୀୟମାନ ବନ୍ଧୁକଚାଳିକା ଶ୍ରୀୟଙ୍କା ଷଡ଼ଙ୍ଗୀ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ବିଗତ କିଛି ବର୍ଷ ହେବ ଭାରତୀୟ ଦଳର ନିୟମିତ ସଦସ୍ୟ ସାଜିଥିବା ଶ୍ରୀୟଙ୍କା ଏସୀୟ ସୁଟିଂ ଏବଂ ଏସୀୟ ଏୟାରଗନ୍‌ ପ୍ରତିଯୋଗିତାରେ ଅଧା ଡଜନରୁ ଊର୍ଦ୍ଧ୍ବ ପଦକ ଜିତି ସାରିଛନ୍ତି। ଏବେ ଶ୍ରୀୟଙ୍କାଙ୍କ ନଜର ରହିବ ପ୍ରଥମ ବିଶ୍ବକପ୍ ପଦକ ଉପରେ। କିଟ୍‌ ବିଶ୍ବବିଦ୍ୟାଳୟରେ ଏମ୍‌ବିଏ କରୁଥିବା ଶ୍ରୀୟଙ୍କାଙ୍କୁ ଏହାର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଶୁଭକାମନା ଜଣାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ