ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଦ୍ରକରେ ଜମୁଛି ବାଲିଯାତ୍ରା, ଶୀତ ରାତିରେ ମେଳାର ମଜା ନେଉଛନ୍ତି ଦର୍ଶକ

ଭଦ୍ରକ ୧୩।୧୧: ଏତେ ଦିନ ପରେ ଭକ୍ରକରେ ଜମୁଛି ବାଲିଯାତ୍ରା । କାରଣ ଗତ କେଇ ବର୍ଷ ହେଲା ବାଲିଯାତ୍ରା ପାଳନ ହେଉନଥିଲା । କରୋନା କଟକଣା ନଥିବାରୁ ପୁଣି ପୁରୁଣା ଦିନ ଭଳି ବାଲିଯାତ୍ରା ଦେଖିବାକୁ ମିଳିଛି ଭିଡ ।  ଭଦ୍ରକର ବାଉଦପୁର ଠାରେ ହରିହର ପୂଜା କମିଟି ଏହି ବାଲିଯାତ୍ରା ଆୟୋଜନ କରିଛି । ହରିହରଙ୍କ ମନ୍ଦିର ଠାରେ ଏହା ୭ ଦିନ ଧରି ଚାଲିବ । ସନ୍ଧ୍ୟା ହେବା କ୍ଷଣି ମେଳା ପଡିଆ ଫୁଲ୍‌।

ବାଲିଯାତ୍ରାରେ ମିନା ବଜାର ସହ ଅନେକ ଦୋକାନ ମଧ୍ୟର ଖୋଲିଛି ପସରା । ପୂର୍ବ ଦୁଇ ବର୍ଷ କରୋନା କଟକଣା ପାଇଁ ବାଲିଯାତ୍ରା ଆୟୋଜିତ ହୋଇପାରୁ ନଥିଲା । ଏଥର ୬୭ବର୍ଷ ରେ ପଦାର୍ପଣ କରୁଥିବାରୁ ପୂଜା କମିଟି ଏହାକୁ ସ୍ୱତନ୍ତ୍ର ଭାବେ ଆୟୋଜନ କରିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।