ଦେଶ ବିଦେଶ ମନୋରଞ୍ଜନ

ବ୍ୟାକ୍‌ଲେସ୍‌ ଡ୍ରେସ୍‌ରେ ଜାହ୍ନବୀଙ୍କ ଫଟୋ ଭାଇରାଲ୍‌

ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହୁଛନ୍ତି। ଏବେ ଇନଷ୍ଟାଗ୍ରାମରେ ତାଙ୍କର ୯୦ ଲକ୍ଷରୁ ଅଧିକ ଅନୁଗାମୀ ଥିଲେ ହେଁ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ହୋଇଥିବାରୁ ବଲିଉଡ୍‌ ପ୍ରବେଶ ପୂର୍ବରୁ ତାଙ୍କର ବହୁ ପ୍ରଶଂସକ ହୋଇଯାଇଥିଲେ। ନିକଟରେ ଜାହ୍ନବୀ ଏକ ନୀଳ, ବାଇଗଣୀ ଓ ଧଳା ରଙ୍ଗର ମିଶ୍ରଣ ଥିବା ବ୍ୟାକ୍‌ଲେସ ଡ୍ରେସ୍‌ ପରିଧାନ କରିଛନ୍ତି। ଏଥିରେ ଜାହ୍ନବୀ ବହୁତ ସୁନ୍ଦର ଦିଶୁଥିବା ବ‌େଳେ ସେ ଏହି ଫଟୋଟି ଅପ୍‌ଲୋଡ୍‌ କରିବାର କିଛି ସମୟ ମଧ୍ୟରେ ସାଢ଼େ ୩ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି। ଜଣେ ପ୍ରଶଂସକ ଲେଖିଛନ୍ତି ଜାହ୍ନବୀଙ୍କ ଏହି ଫଟୋ ଦେଖିବା ପରେ ମୋ’ର ନିଃଶ୍ବାସ କିଛି କ୍ଷଣ ବନ୍ଦ ହୋଇଗଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ