ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ବୋଲ ବମ୍ ଦଳ ଦ୍ଵାରା ଆୟୋଜିତ ପ୍ରସାଦ ସେବନ

ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ରେ ସାଗରମୁଣ୍ଡା ଶିବ ମନ୍ଦିର ଠାର ସରୁଗୁଡ଼ା ବୋଲ ବମ୍ ଦଳ ଦ୍ଵାରା ଆୟୋଜିତ ପ୍ରସାଦ ସେବନ ରେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ ନନ୍ଦାହାଣ୍ଡି ଜୋନ-୨ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଅରୁଣ କୁମାର ମିଶ୍ର (ପିଣ୍ଟୁ ), ଡ଼ଙ୍ଗରଭେଜା ସମିତିସଭ୍ୟ ଶ୍ରୀ ଅଭିମନ୍ୟୁ ନାୟକ,ବିଜେଡି଼ ର ଯୁବନେତା ଶ୍ରୀ ପ୍ରିୟବତ ମାଝୀ ।

ଅନ୍ୟମାନଙ୍କ ମଧ୍ୟରେ ଡ଼ଙ୍ଗରଭେଜା ଗ୍ରାମପଞ୍ଚାୟତ ବିଜେଡି ସଭାପତି ଅର୍ଜୁନ ଗୌଡ଼ ,ଡ଼ଙ୍ଗରଭେଜା ଗ୍ରାମପଞ୍ଚାୟତ ବିଜେଡି ଯୁବ ସଭାପତି ଇଶ୍ଵର ଗୌଡ଼ , ଦୟାନିଧି ମାଳି,ବଳରାମ ମାଳି,ଖଗପତି ବିଷୋୟୀ, ଟଙ୍କଧର ମାଳି ,ନବୀନ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । ॐ ନମଃ ଶିବାୟ॥ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ଈଶ୍ୱର ଗୌଡ଼

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ