ଅପରାଧ ରାଜ୍ୟ

ବେଆଇନ୍‌ କୋଇଲା କାରବାର ଅଭିଯୋଗ; ୩ ଗିରଫ

ଚଣ୍ଡିଖୋଲ ୧୩/୦୯: ୫୩ ନଂ ଜାତୀୟ ରାଜପଥ ପାରିପଲେଇ ପାଖରେ ଥିବା ଏକ ହୋଟେଲରେ ଚାଲିଥିବା ଚୋରା କୋଇଲା, ଡିଜେଲ ଓ ରଡ଼ କାରବାରରେ ପୋଲିସ ଚଢ଼ଉ କରିଛିI କୌଣସି ସୂତ୍ରରୁ ଖବର ପାଇ ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ସ୍କାର୍ଡ ଓ ବାଲିଚନ୍ଦ୍ରପୁର ଥାନା ମିଳିତ ଚଢ଼ଉ କରି ୫୦ ଟନ କୋଇଲା, ୧୦ ଟନ ରଡ଼ ଓ ୧୬୦୦ ଲିଟର ଡିଜେଲ ସହ ୨ ଟି ଟ୍ରକ ଜବତ କରିଛି। ଏହି ଅଭିଯୋଗରେ ପଙ୍କଜ କୁମାର ସିଂହଙ୍କ ସହିତ ୨ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛିI ଏହି ଚୋରା କାରବାରରେ ଲିଙ୍କ୍‌ କେତେ ଲମ୍ବିଛି ସେନେଇ ବାଲିଚନ୍ଦ୍ରପୁର ପୋଲିସଅଧିକ ତଦନ୍ତ ଚଳାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।