ଖେଳ

ବିରାଟ କୋହଲିଙ୍କ ଫଟୋ ପୋଷ୍ଟ କଲେ ଜନ୍ ସିନା, ୟୁଜର ଲେଖିଲେ…

ନୂଆଦିଲ୍ଲୀ, ୧୩/୦୬ : ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଜନ୍ ସିନା ନିଜ ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫଟୋ ପୋଷ୍ଟ୍ କରିଛନ୍ତି । ଏହାପରେ ବିରାଟଙ୍କ ପ୍ରଶଂସକମାନେ ହଜାର ହଜାର ସଂଖ୍ୟାରେ ପୋଷ୍ଟରେ କମେଣ୍ଟ ଦେଇଛନ୍ତି । ଜମେ ପ୍ରଶଂସକ ଲେଖିଛନ୍ତି ଯେ, ଜନସିନା ୨୦୨୧ ବିଶ୍ୱକପରେ ଭାରତକୁ ସମର୍ଥନ କରିବେ । ଆଉ କେହି କୋଭିଡ-୧୯ର ଅନ୍ତ ହେବ ବୋଲି ଲେଖିଛନ୍ତି ।

ଆଉ କେହି ଫ୍ୟାନ୍ ବିରାଟଙ୍କ ରେକର୍ଡର ପ୍ରଶଂସା ମଧ୍ୟ କରିଛନ୍ତି । ସିନାଙ୍କ ଏହି ପୋଷ୍ଟ ମାତ୍ର ଏକ ଘଣ୍ଟା ମଧ୍ୟରେ ହିଁ ଭାଇରାଲ ହେବା ସହ ଲକ୍ଷ ଲକ୍ଷ ୟୁଜର ଲାଇକ୍ କରିଥିଲେ ।

ଏହାପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଜନ୍ ସିନା ଅନେକ ଭାରତୀୟ ସେଲିବ୍ରିଟିଙ୍କ ଫଟୋ ପୋଷ୍ଟ କରିଛନ୍ତି । ଦେଖନ୍ତୁ ସିନାଙ୍କ ଦ୍ୱାରା ସେୟାର କରାଯାଇଥିବା ଅନ୍ୟ ପୋଷ୍ଟ୍ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ