ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ବିଗ୍ ବିଙ୍କ ମୁହଁରେ ଓଡ଼ିଆ ଫିଲ୍ମ ପ୍ରଶଂସା, ଟ୍ୱିଟରରେ ଅଭିନେତ୍ରୀ ଓ ଟିମ୍‌କୁ ଦେଲେ ଶୁଭେଚ୍ଛା

ମୁମ୍ୱାଇ ୨୩/୦୮: ଅମିତାଭଙ୍କ ଟ୍ବିଟରେ ଓଡ଼ିଆ ଫିଲ୍ମର କଥା। ବଲିଉଡ଼ ସେହେନ୍ ଶାହ ଅମିତାଭ ବଚନ ଟ୍ୱିଟ କରି ଓଡ଼ିଆ ଫିଲ୍ମ ତୁ ମୋର ଓକେକୁ ଶୁଭେଚ୍ଛା ଜଣାଇଛନ୍ତି। ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜିତ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

ତୁ ମୋର ଓକେ ଟିମ୍ ଏବଂ ଶୀତଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅମିତାଭ ବଚନ। ବଡ଼ କଥା ହେଉଛି ଅମିତାଭ ଏମିତି ଏକ ସମୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୁଭେଚ୍ଛା ଜଣାଇଛନ୍ତି ଯେତେବେଳେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ଜଟିଳ ସ୍ଥିତି ଦେଇ ଗତି କରୁଛି ।

ହଲରେ ଓଡ଼ିଆ ଫିଲ୍ମ ଦେଖିବାକୁ ବିମୁଖ ହେଉଛନ୍ତି ଲୋକେ। ତେଣୁ ଅମିତାଭ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୁଭେଚ୍ଛା ଜଣାଇ ସମସ୍ତ ଓଡ଼ିଆ ସିନେ ପ୍ରେମୀଙ୍କୁ ଉତ୍ସାହିତ କରିବାକୁ ଚାହିଁଛନ୍ତି । ଅମିତାଭଙ୍କ ଏହି ଟ୍ବିଟକୁ ଅନେକ ଓଡ଼ିଆ ସ୍ବାଗତ କରିଥିବା ବେଳେ ଏଭଳି ଏକ ଲଭ୍ ରୋମାଣ୍ଟିକ ଫିଲ୍ମର ଅମିତାଭ ପ୍ରମୋଟ କରିଥିବାରୁ ନାପସନ୍ଦ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ