ମନୋରଞ୍ଜନ

ବାହା ହେବେ ଗୁଡ୍ଡୁ ଭୟା

ଓଟିଟି ପ୍ଲାଟ୍‌ଫର୍ମ ଆମାଜନ୍‌ ପ୍ରାଇମ୍‌ ଭିଡିଓର ଲୋକପ୍ରିୟ ୱେବ୍‌ସିରିଜ୍‌ ‘ମିର୍ଜାପୁର’ର ଗୁଡ୍ଡୁ ଭୟା ଓରଫ ଅଲ୍ଲୀ ଫଜଲ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘ ଦିନ ହେବ ସେ ବଲିଉଡ୍‌ ଅଭିନେତ୍ରୀ ରିଚା ଚଡ୍ଡାଙ୍କୁ ଡେଟିଂ କରିବା ପରେ ଶେଷରେ ତାଙ୍କ ହାତ ଧରିବେ ବୋଲି ଜାଣିବାକୁ ମିଳିଛି।

ଏନେଇ ଫଜଲ ଇନ୍‌ଷ୍ଟାଗ୍ରାମ୍‌ରେ ରିଚାଙ୍କ ମେହେନ୍ଦି ହାତର ଏକ ଫଟୋ ସେୟାର୍ କରିଛନ୍ତି। ଅଲ୍ଲୀଙ୍କ ଏହି ପୋଷ୍ଟକୁ ନେଇ ଅନେକ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀଙ୍କ ସହ ପ୍ରଶଂସକମାନେ ଉଭୟଙ୍କୁ ଏଥିପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତେବେ ଗତ ବର୍ଷ ଏପ୍ରିଲ୍‌ରେ ଫଜଲ୍ ଓ ରିଚାଙ୍କର ବିବାହ ହୋଇଥା’ନ୍ତା। ମାତ୍ର କରୋନା ପାଇଁ ଗୋଟେ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ