ଫିରିଙ୍ଗିଆ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ଅନ୍ତର୍ଗତ ମାଦାପଦର ଖେଳ ପଡିଆ ଠାରେ ବାବା ଭୋଳେଶ୍ଵର ଯୁବକ ସଂଘ ତରଫରୁ ଆୟୋଜିତ ଗ୍ରାମାଞ୍ଚଳ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ଉଦ୍ ଜାପାନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ କୁଇ ସମାଜ ପୂର୍ବତନ ସମ୍ପାଦକ ଏସିଆ କହଁର ଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ , ଭୃଙ୍ଗିଯୋଡି ପୂର୍ବତନ ସରପଞ୍ଚ ବିଶ୍ଵାମ୍ବର କହଁର,ସମାଜ ସେବୀ ବୃନ୍ଦାବନ କହଁର,ଭୃଙ୍ଗିଯୋଡି ପଞ୍ଚାୟତ ର ଆଶାୟୀ ସରପଞ୍ଚ ଏସିଆ କହଁର, କୈଳାଶ କହଁର,ତୈନାଥ କହଁର,ସରତ କହଁର, ସମାଜ ସେବୀ ଗଙ୍ଗା କହଁର, ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ 9 ଦିନ ଧରି ଖେଳ ଅନୁଷ୍ଠିତ ହୋଇଥିଲା ,ଏହି ଖେଳକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ପ୍ରମୋଦ କହଁର, ବଶିଷ୍ଠ କହଁର, ରାମଚନ୍ଦ୍ର କହଁର, ଖେଳକୁ ସହଯୋଗ କରିଥିଲେ ବାବା ଭୋଳେଶ୍ଵର ଯୁବକ ସଂଘ ର ସଭାପତି ଲମ୍ବୋଦର କହଁର, ସମ୍ପାଦକ ବୃଷବ କହଁର, ଟିମ୍ ମେନେଜର ଆଦିକନ୍ଦ କହଁର,ଅବକ୍ଷିତ କହଁର,ମନେଶ୍ୱର କହଁର,ରାଜିବ କହଁର,ତାଳେଶ୍ୱର କହଁର,ପ୍ରରମାନନ୍ଦ କହଁର, ଖେଳରେ 24 ଗୋଟି ଟିମ୍ ଭାଗ ନେଇଥିଲେ ଉଦ୍ ଜାପିତ ଖେଳରେ ସୁଙ୍ଗାମାହା ସହିତ ଡାହୁଙ୍ଗିଆ ମଧ୍ୟରେ ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା ଏହି ଖେଳକୁ ଆୟୋଜନ କରିଥିଲେ ବାବା ଭୋଳେଶ୍ଵର ଯୁବକ ସଂଘ ତରଫରୁ ଅନୁଷ୍ଠିତ ଖେଳ ରେ ଡାହୁଙ୍ଗିଆ ପେନାଲ୍ ଟି ଗୋଲ୍ ରେ ବିଜୟ ଲାଭ କରିଥିଲା ଏହି ଖେଳରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ ଦ୍ଵାରା ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ଅର୍ଥ ପ୍ରଦାନ କରାଯାଇଥିଲା କନ୍ଧମାଳ ଜିଲ୍ଲାରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ