ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ବାଫ୍‌ଟାରେ ଋଷି ଓ ଇରଫାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି

୭୪ତମ ବ୍ରିଟିସ୍ ଏକାଡେମି ଅଫ୍ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଆର୍ଟ୍ସ(ବାଫ୍‌ଟା) ପୁରସ୍କାର ଉତ୍ସବରେ ଭାରତର ଦୁଇ ଦିବଙ୍ଗତ ଅଭିନେତା ଋଷି କପୁର ଓ ଇରଫାନ୍ ଖାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହା ସହିତ ପ୍ରିନ୍ସ ଫିଲିପ୍‌ଙ୍କ ସ୍ମୃତିଚାରଣ କରାଯାଇଛି। ଏହି ପୁରସ୍କାର ଉତ୍ସବରେ ହଲିଉଡ୍‌ର ‘ନୋମ୍ୟାଡ୍‌ଲ୍ୟାଣ୍ଡ୍‌’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ବିଭିନ୍ନ ବର୍ଗରେ ୪ଟି ପୁରସ୍କାର ହାତେଇଛି। ପ୍ରିୟଙ୍କା ଚୋପ୍ରା ଜୋନ୍ସଙ୍କ ‘ଦ ହ୍ବାଇଟ୍ ଟାଇଗର୍’ ଚଳଚ୍ଚିତ୍ର ୩ଟି ବର୍ଗରେ ପୁରସ୍କାର ପାଇଁ ଚୟନ ହୋଇଥିବା ବେଳେ ଗୋଟିଏ ବି ଜିତିବାକୁ ସକ୍ଷମ ହୋଇନାହିଁ। ଦୁଇଦିନ ଧରି ଆୟୋଜିତ ଏହି ସିନେ ପୁରସ୍କାର ଉତ୍ସବରେ ପ୍ରିୟଙ୍କା ଉପସ୍ଥାପିକା ଭାବେ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ