ଅପରାଧ ରାଜ୍ୟ

ବଲାଙ୍ଗୀର ଦୁର୍ଘଟଣା : ପ୍ରି-ପ୍ଲାନ୍‌ ମର୍ଡର, ଚିତ୍ତରଞ୍ଜନ ହିଁ ମୁଖ୍ୟ ଅଭିଯୁକ୍ତ-ବଲାଙ୍ଗୀର ଏସ୍‌ପି

ବଲାଙ୍ଗୀର ୨୩।୦୫ : ବଲାଙ୍ଗୀର ଆରଟିଓ ଛକ ଦୁର୍ଘଟଣା ଘଟଣା I ମାମଲାରେ ଆସିଲା ଟ୍ୱିଷ୍ଟ । ଏହା ଦୁର୍ଘଟଣା ନୁହେଁ ହତ୍ୟା । ଆଉ ଷଡଯନ୍ତ୍ର କରି ଗାଡି ମଡାଇ ହତ୍ୟା ଯୋଜନା ହୋଇଥିଲା I ଏହି ଘଟଣାରେ ଚିତ୍ତରଞ୍ଜନ ମହାନ୍ତି ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ନୀତିନ୍‌ କୁଶଳକର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଘଟଣାରେ ଅନ୍ୟ କିଛି ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରାଯାଉଛି I ପୂର୍ବ ଶତୃତା ଓ ଜମିବାଡି ଘଟଣାକୁ କେନ୍ଦ୍ରକରି ସାନୁ ନାୟକକୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଚିତ୍ତ । ଚିତ୍ତର ଗୋଡ଼ ଭାଙ୍ଗିଛି । ଏବେ ମେଡିକାଲରେ ଚିକିତ୍ସା ଚାଲିଛି । ପୋଲିସ ଲଗାତର ଭାବେ ଘଟଣା ଉପରେ ନଜର ରଖିଛି । ମିନିଟ୍ରକରେ ୨ଜଣ ଥିଲେ, କିଏ ଗାଡ଼ି ଚଳାଉଥିଲା ସେନେଇ ତଦନ୍ତ ଜାରି ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।