ଦେଶ ବିଦେଶ ମନୋରଞ୍ଜନ

ବରୁଣ ଧଓ୍ବନ,କିୟାରା ଆଡଭାନି ଏବଂ ନୀତୁ ସିଂହଙ୍କୁ କରୋନା : ରୋକା ଗଲା ସୁଟିଂ

ନୂଆଦିଲ୍ଲୀ ୪/୧୨: ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସେଟ୍‌ରୁ ଏକ ବଡ଼ ଖବର ସାମନାକୁ ଆସିଛି। ଚଣ୍ଡିଗଡ଼ରେ ଏହି ଫିଲ୍ମର ସୁଟିଂ କରୁଥିବା ଟିମର କିଛି ବ୍ୟକ୍ତିଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ବରୁଣ ଧଓ୍ବନ,କିୟାରା ଆଡଭାନି ଏବଂ ନୀତୁ କପୁରଙ୍କୁ କରୋନା ହୋଇଛି। ଏବେ ଯାଏଁ ଏବିଷୟ ସ୍ପଷ୍ଟ ହୋଇନାହିଁ କି ଫିଲ୍ମ ନିର୍ମାତା କି ଷ୍ଟାର୍ ଏହାକୁ ସାର୍ବଜନିକ କରିନାହାନ୍ତି।

କରୋନା ସୂଚନା ମିଳିବା ମାତ୍ରେ ଫୁଲ୍ମର ସୁଟିଂ ରୋକି ଦିଆଯାଇଛି। ନିକଟରେ ନୀତୁ ସିଂହ,ବରୁଣ ଧଓ୍ବନ,ଅନିଲ କପୁର ଏବଂ କିୟାରା ଆଡଭାନି ଏହି ଫିଲ୍ମର ପୂରା ଟିମ୍ ସୁଟିଂ ପାଇଁ ଚଣ୍ଡିଗଢ଼ ବାହାରିଥିଲେ। ସୁଟିଂକୁ ଯିବା ପୂର୍ବରୁ ଏମାନେ ଏକାଠି ଏକ ଫଟୋ ସେୟାର କରିଥିଲେ। ଏହି ଫିଲ୍ମ ଋଷି କପୁରଙ୍କ ପରଲୋକ ପରେ ନୀତୁ ସିଂହଙ୍କ ପ୍ରଥମ ଫିଲ୍ମ। ଗୁରୁବାର ଏହି କଳାକାରମାନଙ୍କ ପଜିଟିଭ ହେବାର ସୂଚନା ମିଳିଛି। ଏହା ପରେ ସୁଟିଂକୁ ରୋକି ଦିଆଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ