ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବନ୍ଦ ହୋଇଯିବ କପିଲ ଶର୍ମା ସୋ’!

ସୋନି ଚ୍ୟାନେଲ୍‌ର ସର୍ବାଧିକ ଲୋକପ୍ରିୟ ଧାରାବାହିକ କମେଡି ‘ଦ କପିଲ ଶର୍ମା ସୋ’ ବନ୍ଦ ହୋଇଯିବ। ସବୁ ସମୟରେ ଚର୍ଚ୍ଚାରେ ରହୁଥିବା ଏହି ସୋ’ର ବନ୍ଦ ହେବା ଖବର ପଦାକୁ ଆସିବା ପରେ କପିଲଙ୍କ ପ୍ରଶଂସକମାନେ କିନ୍ତୁ ଦୁଃଖିତ ନାହାନ୍ତି। କାରଣ ଏହି ସୋ’ ସାମୟିକ ଭାବେ କିଛି ମାସ ପାଇଁ ବନ୍ଦ ରହିବ। ବର୍ତ୍ତମାନ କରୋନା ପାଇଁ ସିନେମା ହଲ୍‌ରେ କୌଣସି ଚଳଚ୍ଚିତ୍ର ମୁକ୍ତିଲାଭ କରୁନଥିବାରୁ କଳାକାରମାନେ ସୋ’କୁ ଆସୁନାହାନ୍ତି। ତେଣୁ ପ୍ରଯୋଜକ ଏହାକୁ ନୂଆ ଢଙ୍ଗରେ ଆଣିବାକୁ ଚାହୁଁଛନ୍ତି। ଅପରପକ୍ଷରେ କପିଲଙ୍କ ପତ୍ନୀ ଗିନ୍ନି ଏବେ ଗର୍ଭବତୀ ଅଛନ୍ତି। ସେଥିପାଇଁ ସୋ’ରୁ କିଛିଦିନ ପାଇଁ ତାଙ୍କୁ ବ୍ରେକ୍ ଦିଆଯାଇ ପତ୍ନୀଙ୍କ ଦେଖାରଖା କରିବା ପାଇଁ ଆୟୋଜକମାନେ ମଧ୍ୟ ଚିନ୍ତା କରୁଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା