ଦେଶ ବିଦେଶ ମନୋରଞ୍ଜନ

ବଢୁଛି ସାମନ୍ଥାଙ୍କ କ୍ରେଜ୍‌ , Oo Antava ପରେ ଆଉ ଏକ ଆଇଟମ୍‌ ଗୀତରେ କରିବେ ଧମାଲ !

ନୂଆଦିଲ୍ଲୀ ୨୪।୦୧ : ନିକଟରେ ପୁଷ୍ପାର ହିନ୍ଦୀ ଭର୍ସନ ରିଲିଜ୍‌ ହୋଇଥିଲା । ତାହା ବକ୍ସ ଅଫିସ୍‌ରେ ସବୁ ରେକର୍ଡ ଭାଙ୍ଗିଥିଲା । ପୁଷ୍ପାର ରିଲିଜ୍‌ ପରେ ତାର ଗୀତ ସହ ଡାଇଲଗ ଗୁଡିକ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି । ସେହି ଫିଲ୍ମରେ ସାମନ୍ଥାଙ୍କ ଡ୍ୟାନ୍ସ ଓ ଅଭିନୟ ଯାଦୁରେ ସମସ୍ତଙ୍କୁ ମନକୁ ଛୁଇଁଛି । ସେବେ ଠାରୁ ସାମନ୍ଥାଙ୍କର କ୍ରେଜ୍‌ ବଢି ଚାଲିଛି ।

୨୦୨୧ ସବୁଠାରୁ ଚର୍ଚ୍ଚିତ ଆଇଟମ୍‌ ଗୀତ ଓ ଅନ୍ଟାବା ରହିଛି । ଏହି ସବୁ ଭିତରେ ଖବର ଆସୁଛି କି ଅଭିନେତ୍ରୀ ସାମନ୍ଥାଙ୍କର ଆଉ ଏକ ଆଇଟମ୍‌ ନମ୍ବର ଆସିବାକୁ ଯାଉଛି । ଖବରକୁ ନେଇ କୁହାଯାଉଛି କି ଅଭିନେତ୍ରୀ ଏହାକୁ ନେଇ ପୁରାପୂରି ପ୍ରସ୍ତୁତ ଅଛନ୍ତି । ତାଙ୍କ ସମସ୍ତ ପ୍ରଶଂସକଙ୍କୁ ଏ ବିଷୟରେ ସୂଚନା ମିଳିବା ପରେ ସେମାନେ ଖୁବ୍‌ ଉତ୍ସାହିତ ଅଛନ୍ତି । କିନ୍ତୁ ଏବେ ସୂତ୍ରରୁ ପ୍ରକାଶ ଯେ ସାମନ୍ଥା ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗରରେ ଫୁଲ ଧମାଲ କରିବେ । ଏହି ଫିଲ୍ମରେ ଆଇଟମ୍‌ ଗୀତରେ ନଜର ଆସିବେ । ବର୍ତ୍ତମାନ ଏହି ଖବର ସବୁ ଆଡେ ଚର୍ଚ୍ଚା ଲାଗି ରହିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ