ଅପରାଧ ରାଜ୍ୟ

ବଡବିଲ ପୋଲିସ ହାତରେ ମୋବାଇଲ ଲୁଟେରା, ୨୧ଟି ଦାମୀ ସ୍ମାର୍ଟ ଫୋନ ଜବତ

ବଡବିଲ ୧୮/୦୬: ବଡ଼ବିଲ ପୋଲିସ୍ ଆଜି ୪ଜଣ ମୋବାଇଲ୍ ଫୋନ୍ ଲୁଟେରାଙ୍କୁ ଗିରଫ୍ କରିବା ସହ ସେମାନଙ୍କ ନିକଟରୁ ୨୧ଟି ଦାମୀ ସ୍ମାର୍ଟ ଫୋନ୍ ଜବତ୍ କରିଛି । ଗିରଫ୍ ୪ଜଣଙ୍କ ମଧ୍ୟରେ ୨ଜଣ ନାବାଳକ ରହିଥିବା ଜଣାପଡ଼ିଛି । ବଡ଼ବିଲ ଶ୍ରୀରାମ ନଗର ଅଞ୍ଚଳର ଅଭିଯୁକ୍ତ ସଞ୍ଜୟ ଫ୍ରାନ୍ସିସ ଓ ସିପୁଲ ନାଏକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ନାବାଳକ ଅଭିଯୁକ୍ତଙ୍କୁ କେନ୍ଦୁଝର ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିବା ପୋଲିସ୍ ସୂଚନା ଦେଇଛି । ଏହି ଅଭିଯୁକ୍ତମାନେ ବଡ଼ବିଲ ସହରର ବିଭିନ୍ନ ଘର, ହାଟ ବଜାର, ମେଳା ଆଦି ଅଞ୍ଚଳରେ ଲୋକଙ୍କ ଠାରୁ ମୋବାଇଲ୍ ଲୁଟ୍ କରୁଥିଲେ ବୋଲି ପୋଲିସ୍ କହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।