ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବଚ୍ଚନ ପାଣ୍ଡେ ସମେତ ୬ ଫିଲ୍ମର ସୁଟିଂ ଆରମ୍ଭ

କରୋନା ପାଇଁ ପ୍ରାୟ ବର୍ଷେ କାଳ ହିନ୍ଦୀ ସିନେଜଗତର ସୁଟିଂ ବନ୍ଦ ହେବା ପରେ ନୂଆବର୍ଷରେ ଏକାଥରେ ପ୍ରାୟ ୬ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଜୟସାଲମେରରେ ସାଜିଦ୍‌ ନଦିଆଦ୍‌ଵାଲାଙ୍କ ପ୍ରଯୋଜିତ ବଚ୍ଚନ ପାଣ୍ଡେ ଫିଲ୍ମ ସୁଟିଂ ହେଉଥିବା ବେଳେ ରାଜକୁମାର ରାଓଙ୍କ ବଧାଇ ହୋ ଉତ୍ତରାଖଣ୍ଡରେ ସୁଟିଂ ଚାଲିଛି। ସେହିଭଳି ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଵତ୍ ଧାକଡ୍‌ ଚଳଚ୍ଚିତ୍ରର ସୁଟିଂ ପାଇଁ ଭୋପାଳରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ଅଜୟ ଦେବଗନ୍‌ ମେ ଡେ ଫିଲ୍ମର ସୁଟିଂକୁ ନେଇ ଟ୍ବିଟ୍ କରି ସୂଚନା ଦେଇଥିବା ବେଳେ ହ୍ରିତିକ୍ ଫାଇଟର୍‌ ଚଳଚ୍ଚିତ୍ରକୁ ନେଇ ଏକ ନିଆରା ଅନ୍ଦାଜରେ ଭିଡିଓ ପୋଷ୍ଟ କରି ସୁଟିଂର ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ