କଳା ଓ ସଂସ୍କୃତି ଧର୍ମ

ବଙ୍ଗୀୟ ମହିଳାଙ୍କ ନାଚରେ ଦୁଲୁକିଲା ପୂଜା ମଣ୍ଡପ, ଆକର୍ଷଣ ଥିଲା ଧୁନୁଚୀ ନୃତ୍ୟ

ତେବେ ଏଠାରେ ଥିବା ବଙ୍ଗାଳୀ ସମ୍ପ୍ରଦାୟର ଲୋକେ ମାଆଙ୍କ ପୂଜାକୁ ଅଧିକ ଖାସ୍ କରିଥାନ୍ତି । ସେମାନଙ୍କର ପ୍ରତିଦିନ ଦେଖିବାକୁ ମିଳିଥାଏ ନୂଆ ନୂଆ ବେଶ ଭୂଷା । ପ୍ରତିଦିନ ପେଣ୍ଡାଲରେ ମାଆ ଦର୍ଶନ ସହ ନାଚଗୀତ ଦେଖିବାକୁ ମିଳିଥିଏ । ଠିକ୍ ସେହିପରି ଆସାନସୋଲ, ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଦେଖିବାକୁ ମିଳିଥିଲା ମହିଳାଙ୍କ ନିଆରା ନୃତ୍ୟ । ସୁନ୍ଦର ଭାବେ ସଜେଇ ହୋଇ ମହିଳାମାନେ ପ୍ରଦର୍ଶିତ କରିଥିଲେ ଧୁନୁଚୀ ନୃତ୍ୟ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ