ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଫ୍ରାନ୍ସ ବାସ୍ତିଲ ଡେ ପରେଡ୍‌ରେ ମୋଦୀ ମୁଖ୍ୟ ଅତିଥି

ନୂଆଦିଲ୍ଲୀ : ଫ୍ରାନ୍ସର ବାସ୍ତିଲ ଡେ ପରେଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ହେବେ। ଭାରତୀୟ ବାୟୁସେନାର ୩ ରାଫେଲ୍‌ ଯୁଦ୍ଧବିମାନ ବାସ୍ତିଲ ଡେ ଫ୍ଲାଏପାଷ୍ଟ୍‌ରେ ଅଂଶଗ୍ରହଣ କରିବ। ଜୁଲାଇ ୧୪ ବାସ୍ତିଲ ଡେ’ରେ ପ୍ୟାରିସରେ ପାରମ୍ପରିକ ମିଲିଟାରି ପରେଡ୍‌ ହେବ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଜୁଲାଇ ୧୪ ଫ୍ରାନ୍ସ ଜାତୀୟ ଦିବସରେ ମୁଖ୍ୟ ଅତିଥି ହେବେ। ମାକ୍ରନ ଆଜି ଏକ ଟ୍ବିଟ୍‌ କରି କହିଥିଲେ, ପ୍ରିୟ ନରେନ୍ଦ୍ର, ଜୁଲାଇ ୧୪ ପରେଡ୍‌ରେ ଆପଣଙ୍କୁ ପ୍ୟାରିସକୁ ମୁଖ୍ୟ ଅତିଥି ଭାବେ ସ୍ବାଗତ କରି ମୁଁ ବହୁତ ଖୁସି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ