ମନୋରଞ୍ଜନ

ପ୍ରେମିକା ପାଇଁ ଯୁବକ ଆଇଫୋନ ମାଗିବାରୁ ସୋନୁ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ଅସହାୟ ଲୋକଙ୍କ ସାହାଯ୍ୟ କରିବାକୁ କୌଣସି ମଉକା ଛାଡ଼ି ନଥାଆନ୍ତି। ଏହି କାରଣରୁ ସୋନୁ ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି। ଆଉ ସୋନୁ ବି ଆଗକୁ ଆସି ଯଥା ସମ୍ଭବ ଲୋକଙ୍କ ସାହାଯ୍ୟ କରୁଛନ୍ତି।

ଗତ ସୋମବାର ଜଣେ ବ୍ୟକ୍ତି ସୋନୁଙ୍କୁ ଟ୍ୟାଗ କରି କରି ପଚାରିଥିଲେ, ଭାଇ ମୋର ପ୍ରେମିକା ମୋତେ ଆଇଫୋନ ମାଗୁଛି,ଏହାର କିଛି ହୋଇ ପାରିବ କି? ସୋନୁ ଏହି ପ୍ରଶ୍ନର ଯେଉଁଭଳି ଉତ୍ତର ଦେଇଛନ୍ତି ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ଜୁନ ୨୧ର କଥା। ସୋନୁ ସୁଦ ଏକ ଟୁଇଟର ରିଟୁଇଟ କରି ଲେଖିଥିଲେ, ଆଉ କିଛି ସେବା ଯଦି ଆବଶ୍ୟକ ତେବେ ଜଣାଇବ। ଏହାକୁ ନେଇ ଜଣେ ବ୍ୟକ୍ତି ଲେଖିଥିଲେ, ଭାଇ ମୋର ଗାଲଫ୍ରେଣ୍ଡ ଆଇଫୋନ ମାଗୁଛି। ଏହାର କିଛି ହୋଇପାରି?

ଏହି ଟୁଇଟର ଉତ୍ତରରେ ସୋନୁ ସୁଦ କହିଥିଲେ, ତାହାର ତ ଜଣା ନାହିଁ। ଯଦି ଆଇଫୋନ ଦିଅ ତେବେ ତୁମର କିଛି ହୋଇପାରିବ ନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ