ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ରାଜ୍ୟର ୩୪୬ଟି ସ୍କୁଲର ୩୧ ଲକ୍ଷ ୭୦ ହଜାର ୭୦ ଅନୁସୂଚିତ ଜାତି ବିଦ୍ୟାର୍ଥୀଙ୍କ ପାଇଁ ୨୦୨୧ ମସିହାର ପ୍ରି-ମାଟ୍ରିକ ସ୍କଲାରସିପ୍ ବାବଦରେ ୩୧ ଲକ୍ଷ ୭୦ ହଜାର ୭୦ ଟଙ୍କାର ବକେୟା ରାଶି ଅନୁମୋଦିତ ହୋଇଛି। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବିକାଶ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏଥିରେ ଅନୁଗୁଳ ଜିଲ୍ଲାର ୪ ସ୍କୁଲକୁ ୧୮ ହଜାର ୮୪୦, ବାଲେଶ୍ବରର ୫ ଜିଲ୍ଲାକୁ ୩୪ ହଜାର ୯୮୦, ବରଗଡ଼ ଜିଲ୍ଲାର ୧୭ ସ୍କୁଲକୁ ୫୧ ହଜାର ୦୬୦, ଭଦ୍ରକ ଜିଲ୍ଲାର ୮ ସ୍କୁଲକୁ ୪୬ ହଜାର ୯୨୦, ବଲାଙ୍ଗୀର ଜିଲ୍ଲାର ୬୯ ସ୍କୁଲକୁ ୨ ଲକ୍ଷ ୮୩ ହଜାର ୭୪୦, ବୌଦ୍ଧ ଜିଲ୍ଲାର ୨ ସ୍କୁଲକୁ ୨୦ ହଜାର ୮୨୦, କଟକର ୯ ସ୍କୁଲକୁ ୩୬ ହଜାର ୭୮୦, ଦେବଗଡ଼ର ୪ ସ୍କୁଲକୁ ୧ ଲକ୍ଷ ୮୫୦୦, ଢେଙ୍କାନାଳର ୬୩ ସ୍କୁଲକୁ ୨ ଲକ୍ଷ ୨୮ ହଜାର ୪୨୦, ଗଜପତିର ୨୦ ସ୍କୁଲକୁ ୪୩ ହଜାର ୩୧୦, ଗଞ୍ଜାମର ୯୫ ସ୍କୁଲକୁ ୬ ଲକ୍ଷ ୧୬ ହଜାର ୮୫୦, ଜଗତସିଂହପୁରର ୫ ସ୍କୁଲର ୨୬ ହଜାର ୬୪୦, ଯାଜପୁରର ୧୧ ସ୍କୁଲକୁ ୬୧ ହଜାର ୩୮୦, ଝାରସୁଗୁଡ଼ାର ୭ ସ୍କୁଲକୁ ୧୯ ହଜାର ୫୬୦, କଳାହାଣ୍ଡିର ୩୩ ସ୍କୁଲକୁ ୧ ଲକ୍ଷ ୧୧ ହଜାର ୪୨୦, କନ୍ଧମାଳର ୫ ସ୍କୁଲକୁ ୨୦ ହଜାର ୯୪୦, କେନ୍ଦ୍ରାପଡ଼ାର ୧୯ ସ୍କୁଲକୁ ୬୩ ହଜାର, କେନ୍ଦୁଝରର ୭୪ ସ୍କୁଲକୁ ୧ ଲକ୍ଷ ୮୩ ହଜାର ୧୬୦, ଖୋର୍ଧାର ୯ ସ୍କୁଲକୁ ୬୧୮୦, କୋରାପୁଟର ୬ ସ୍କୁଲକୁ ୪୧ ହଜାର ୬୮୦, ମାଲକାନଗିରିର ୪ ଲକ୍ଷ ୪୭ ହଜାର ୯୬୦, ମୟୂରଭଞ୍ଜର ୭ ସ୍କୁଲକୁ ୭୧୬୦, ନବରଙ୍ଗପୁରର ୧୦ ସ୍କୁଲକୁ ୪୮ ହଜାର ୮୨୦, ନୟାଗଡ଼ର ୧୨ ସ୍କୁଲକୁ ୮୭୬୦, ନୁଆପଡ଼ାର ୭୧ ସ୍କୁଲକୁ ୨ ଲକ୍ଷ ୩୬ ହଜାର ୦୬୦, ପୁରୀର ୫୦ ସ୍କୁଲକୁ ୧ ଲକ୍ଷ ୯୭ ହଜାର ୬୪୦, ରାୟଗଡ଼ାର ୧୯ ସ୍କୁଲକୁ ୫୦ ହଜାର ୮୨୦, ସମ୍ବଲପୁରର ୧୫ ସ୍କୁଲକୁ ୫୦ ହଜାର ୦୯୦, ସୁବର୍ଣ୍ଣପୁରର ୩ ସ୍କୁଲକୁ ୧୫ ହଜାର ୯୬୦, ସୁନ୍ଦରଗଡ଼ର ୧୩ ସ୍କୁଲକୁ ୮୨ ହଜାର ୬୨୦ ଟଙ୍କା ଦିଆଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l