ଅପରାଧ ରାଜ୍ୟ

ପୋଲିସ ହାତରେ ବ୍ରାଉନସୁଗାର ବେପାରୀ, ୨୦ଗ୍ରାମ ଧଳାଜହର ସହ ଧରାପଡିଲା ୫୦ ହଜାର ଟଙ୍କା

ଭୁବନେଶ୍ୱର ୧୦/୦୮: ଥମୁନି ଧଳାଜହର କାରବାର । କମିଶନରେଟ ପୋଲିସ ହାତରେ ଧରାପଡିଛି ବ୍ରାଉନସୁଗର ବେପାରୀ । କଟକର ବେପାରୀ ଭୁବନେଶ୍ୱରରେ ଧରା ପଡିଛି । କଟକର ୨ ବେପାରୀଙ୍କ ସମେତ ରାଜଧାନୀର ଜଣେ ମିଡ଼ିଲମ୍ୟାନ ମଞ୍ଚେଶ୍ୱର ପୁଲିସ କବଜାରେ ।

୨୦ ଗ୍ରାମ ବ୍ରାଉନସୁଗାର ସହ ନଗଦ ୫୦ ହଜାର ଟଙ୍କା ଜବତ । ଏହାସହ ବନ୍ଧୁକ ଜବତ ହୋଇଛି । ତେବେ ଏହି ଚେର କେଉଁଯାଏ ଲମ୍ୱିଛି ତାହା ଜଣାପଡିନି । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।