ରାଜ୍ୟ ସ୍ପେଶାଲ ରିପୋର୍ଟ

ପୋଖରୀ ଖନନ ବେଳେ ମିଳିଲା କୃଷ୍ଣ ମୂର୍ତ୍ତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ରାଣୀତାଲ: ଭଦ୍ରକ ବ୍ଲକ ରମ୍ଭିଳା ପଞ୍ଚାୟତର ଏକ ପୁରାତନ ପୋଖରୀ ଖନନ ବେଳେ ମିଳିଛି ଏକ ମୁଗୁନି ପଥରର କୃଷ୍ଣଙ୍କ  ମୂର୍ତ୍ତି। ମୂର୍ତ୍ତିର ଉଚ୍ଚତା ୩ଫୁଟ ହୋଇଥିବା ବେଳେ ଏହାର ମୋଟେଇ ୨ଫୁଟ ହେବ।

ଲୋକକଥା ଅନୁସାରେ ପ୍ରାୟ ୩ଶହରୁ ଅଧିକ ବର୍ଷ ହେବ ରାଜାଙ୍କ ରାଜତ୍ୱ ସମୟରେ ଲୋକଙ୍କର ପାଣିର ଆବଶ୍ୟକତାକୁ ଲକ୍ଷ୍ୟ କରି ରାଜା ଏଠାରେ ପୋଖରୀ ଖୋଳାଇଥିଲେ। ଏହି ପୋଖରୀରେ ଠାକୁର ବିରାଜମାନ କରୁଥିଲେ ବୋଲି ଗ୍ରାମବାସୀ ବିଶ୍ୱାସ କରୁଥିଲେ। ଆଉ କେତେକ କହୁଛନ୍ତି ରାଜାଙ୍କ ରାଜତ୍ୱ ସମୟରେ  ରମ୍ଭିଳା ରାଜ ଉଆସରେ ଯେତେବେଳେ ଖରାପ ସମୟ ଚାଲୁଥିଲା ସେତେବେଳେର ରାଜା ସେଠାରେ ପୂଜା ପାଉଥିବା ଏହି କୃଷ୍ଣଙ୍କ ମୂର୍ତ୍ତିକୁ  ଏହି ପୋଖରୀରେ ବିସର୍ଜନ କରିଥିଲେ। ବହୁ ବର୍ଷ ପରେ ଅକ୍ଷତ ଅବସ୍ଥାରେ ଆଜି ଏହି ମୂର୍ତ୍ତି ମିଳିବା ଖବର ପ୍ରଚାର ପରେ ହଜାର ହଜାର ଭକ୍ତଙ୍କର ସମାଗମ ସହ ଶଙ୍ଖ ହୁଳହୁଳିରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ମୂର୍ତ୍ତି ମିଳିବା ପରେ ସେଠାରେ ଲୋକେ ପୂଜାଚ୍ଚର୍ନା କରିଥିବାର ଦେଖାଯାଇଛି। କେହି କେହି ସେଠାରେ ମନ୍ଦିର ଥିବାର ଅନୁମାନ କରୁଥିବାରୁ ଜିଲ୍ଲା ପ୍ରଶାସନ ଏହାର ଦାୟିତ୍ୱ ନେବାକୁ ସାଧାରଣରେ ଦାବି ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।