ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡା ଓ ପତ୍ନୀଙ୍କୁ କରୋନା: ଟେଷ୍ଟ ପରେ ସଙ୍ଗରୋଧରେ ରହିଲେ

ନୂଆଦିଲ୍ଲୀ ୩୧/୩ : କରୋନା କବଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସେଲୁଲାର ପାର୍ଟି ମୁଖ୍ୟ ଏଚ୍.ଡି ଦେବେଗୌଡା ଓ ତାଙ୍କ ପତ୍ନୀ । ପଜିଟିଭ ଚିହ୍ନଟ ପରେ ଉଭୟ ସଂଗରୋଧରେ ରହିଥିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

୮୭ ବର୍ଷୀୟା ଦେବେଗୈାଡା ଟ୍ୱିଟ୍ କରି କହିଛନ୍ତି ମୁଁ ଏବଂ ମୋ ପତ୍ନୀଙ୍କଠାରେ କରୋନା ଲକ୍ଷଣ ଦେଖେଦେବାରୁ ଆମେ ପରୀକ୍ଷା କରାଇଥିଲୁ । ଏବେ ଆମ ପରିବାରର ଅନ୍ୟ ସଦସ୍ୟ କ୍ୱାରାଣ୍ଟାଇନରେ ଅଛନ୍ତି । ତେବେ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ କି ଯେଉଁମାନେ ଆମ ସହ ସଂପର୍କରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇନିଅନ୍ତୁ । ତେବେ ପାର୍ଟିର ସମସ୍ତ କର୍ମକର୍ତ୍ତାଙ୍କୁ ସେ ଅନୁରୋଧ କରିଛନ୍ତି ବିଚଳିତ ହେବାର କୌଣସି କାରଣ ନାହିଁ । ୧୯୯୬ ଜୁନ୍ ୧ରୁ ୧୯୯୭ ଏପ୍ରିଲ୍ ୧ ଯାଏଁ ସେ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର