ମନୋରଞ୍ଜନ

ପୁଣି ବଢିଲା ଟି-ସିରିଜ ମାଲିକ ଭୂଷଣ କୁମାରଙ୍କ ଅଡୁଆ: କାମ ଦେବା ବାହାନରେ ଦୁଷ୍କର୍ମ କରିଥିବା ଅଭିଯୋଗ, ଦାୟର ହେଲା ମାମଲା

ମୁମ୍ୱାଇ ୧୬/୦୭: ପୁଣି ବଢିଲା ଟି-ସିରିଜ୍ କମ୍ପାନୀର ଏମଡି ଭୂଷଣ କୁମାରଙ୍କ ଅଡୁଆ । ଭୂଷଣଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି । ଏହି ବଳାତ୍କାର ମାମଲା ଭୁଷଣ କୁମାରଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନାଗର ପୋଲିସ ଦ୍ୱାରା ପଞ୍ଜିକୃତ ହୋଇଛି । ଅଭିଯୋଗ ହୋଇଛି ଯେ ଭୂଷଣ କୁମାର ଜଣେ ୩୦ ବର୍ଷୀୟା ଝିଅକୁ ଟି-ସିରିଜ୍ ପ୍ରୋଜେକ୍ଟରେ କାମ କରିବାକୁ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲେ ।

କେବଳ ସେତେତି ନୁହେଁ ପୀଡିତା ଅଭିଯୋଗ କରିଛନ୍ତି ଯେ ଭୂଷଣ କୁମାର ତାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଛନ୍ତି । ସୂଚନା ଥାଉକି, ଭୂଷଣ କୁମାରଙ୍କ ବିରୋଧରେ ଏଭଳି ଅଭିଯୋଗ ପ୍ରଥମ ଥର ନୁହେଁ । ଏହାପୂର୍ବରୁ, ମିଟୁ କ୍ୟାମ୍ପେନ ମାଧ୍ୟମରେ ମଡେଲ ମାରିନା କୁନୱର ମଧ୍ୟ ଭୂଷଣ କୁମାରଙ୍କୁ ଶାରୀରିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ