ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ପୁରୀର ଦୁଇ ସ୍କୁବା ଡାଇଭର୍ ପୁଡୁଚେରୀ ରକ୍ ବିଚ୍ ସମୁଦ୍ରରେ ୫୦ ଫୁଟ୍ ଗଭୀର ଜଳରାଶିରେ ସେମାନଙ୍କ ପ୍ରଦର୍ଶନ ଦେଖାଇଛନ୍ତି। ଡ୍ରାଇଭ୍ ଦି ୱାର୍ଲ୍ଡ ଅନୁଷ୍ଠାନ ପକ୍ଷରୁ ପୁଡୁଚେରୀରେ ଆୟୋଜିତ ଜାତୀୟ ସ୍କୁବା ଡାଇଭିଂ କର୍ମଶାଳାରେ ‘ଜୟ ଓଡ଼ିଶା’ ଲେଖାଥିବା ଧ୍ବଜାକୁ ସେମାନେ ପ୍ରଦର୍ଶନ କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
ପୁଡ଼ୁଚେରି ସମୁଦ୍ରରେ ଓଡ଼ିଶାର ସ୍କୁବା ଡାଇଭର୍