ଅପରାଧ ରାଜ୍ୟ

ପିଲାଚୋର ଙ୍କୁ ଧରିଲେ ଗାଁ ଲୋକ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ମେଦନା ଏକାମ୍ବା ଗ୍ରାମରେ ଦୁଇଟି ପିଲା ଚୋର ଧରିଛନ୍ତି ଗ୍ରାମବାସୀ । ବର୍ତମାନସୁଦ୍ଧା ଡାବୁଗାଁ ପୋଲିସ ତରଫରୁ କୌଣସି ସଠିକ ସୂଚନା ମିଳିନଥିଲେ ମଧ୍ୟ, ଗାଁ ଲୋକେ ପିଲାଚୋରି ଅଭିଯୋଗରେ ଦୁଇ ଜଣକୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି l ସୂଚନା ପ୍ରକାରେ ଏକମ୍ବା ଏ ଗାଁ ର ତିନିଜଣ ଛୋଟ ପିଲା ଚା ଧରି ଜମିକୁ ନିଜଲୋକଙ୍କୁ ଦେବା ପାଇଁ ଯାଉଥିବା ବେଳେ ଦୁଇ ଜଣ ଅଚିହ୍ନା ଜରି ବିକାଳୀ ବାଇକ ରେ ଆସି ଏମାନଙ୍କର ପିଛା କରି ଥିଲେ l ରାସ୍ତା ଟି ନିଛାଟିଆ ହୋଇଥିବା ବେଳେ ଦୁଇଟି ଲୋକଙ୍କ ହlବଭାବ ଦେଖି ପିଲାଦୁହେଁ ଭୟଭୀତ ହୋଇଯାଇଥିଲେ, ଓ ଛୁଆଦୁଇଜଣ ଜମିଆଡକୁ ଚାଲି ଯାଇଥିବାବେଳେ ସନ୍ଦିଗ୍ଧ ବ୍ୟକ୍ତି ଦୁଇଜଣ ଛୁଆମାନଙ୍କ ପଛରେ ଗୋଡ଼େଇଥିଲେ, ପ୍ରାଣବିକଳରେ ଛୁଆ ଦୁଇଜଣ ପାଟିକରି ଦୌଡୁ ଥିବା ଦେଖି ନିକଟ ପୋଖରୀରେ ଗାଧୋଇ ଥିବା କିଛି ଲୋକ ଏହାଦେଖି ସେମାନେ ମଧ୍ୟ୍ୟ ପାଟି କରି ଥିଲେ, ଫଳରେ ଗାଁ ଲୋକ ସେମାଙ୍କୁ ଘେରି ଯାଇ କାବୁ କରିଥିଲେ, ଏବଂ ଡାବୁଗାଁ ପୋଲିସ ଙ୍କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଦୁଇ ଜଣକୁ ଥାନାକୁ ନେଇ ପଚାରl ଉଚୁରା କରୁଥିବା ଜଣାପଡିଛି ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି ସ୍ପଷ୍ଟୀକରଣ ଦେଇନାହିଁ, ତେବେ ଞ୍ଚଳରେ ଦିନକୁ ଦିନ ଅଚିହ୍ନl ଅଜଣା ଲୋକଙ୍କର ପାଦୁରଭାବ ବଢୁଥିବା ନେଇ ଲୋକଙ୍କ ମଧ୍ୟରେ କୁହା ବୋଲା ହେଉଥିବା ବେଳେ ଏଭଳି ଘଟଣାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି l
ଡ଼ାବୁଗାଁ ଦିବାକର କନ୍ଧ ଗୌଡ ଙ୍କ ରେପୋର୍ଟ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।