ଧର୍ମ

ପାନପତ୍ରରେ ଏଭଳି ଭାବେ କରନ୍ତୁ ଦୁର୍ଗା ପୂଜା : ପାଇବେ ଅଜସ୍ର ଧନ

ପାନ ପତ୍ର ଏକ ବିଶେଷ ଲତାର ପତ୍ର। ଏହାର ପ୍ରୟୋଗ ଔଷଧ ଭାବେ କରାଯାଇଥାଏ। ଏହା ପାଚନ ତନ୍ତ୍ରକୁ ଉତ୍ତମ ଏବଂ ଶରୀରକୁ ବିଷମୁକ୍ତ କରିଥାଏ। ଭାରତରେ ଏହାକୁ ପ୍ରାଚୀନ କାଳରୁ ଅତ୍ୟନ୍ତ ପବିତ୍ର କୁହାଯାଇଥାଏ। ଏପରିକି ଏହାର ଉଲ୍ଲେଖ ବେଦରେ ମଧ୍ୟ କରାଯାଇଛି। ପାଖାପାଖି ସବୁ ପ୍ରକାରର ପୂଜା ଅନୁଷ୍ଠାନରେ ଏହାର ବ୍ୟବହାର ହୋଇଥାଏ। ଏହାକୁ ଶୁଭ କାର୍ଯ୍ୟର ଆରମ୍ଭ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଦେବୀଙ୍କ ଉପାସନାରେ ପାନପତ୍ର ଦ୍ବାରା ବିଶେଷ ମନୋସ୍କାମନା ପୂରଣ କରାଯାଇଥାଏ।
ପାନ ପତ୍ରଟି ସମ୍ପୂର୍ଣ୍ଣ ହେବା ଉଚିତ୍ ଏବଂ ଏଥିରେ ଡେମ୍ଫ ଲାଗିବା ଉଚିତ୍। ପାନପତ୍ର ଫାଟିନଥିବା ଦରକାର। ପୂଜା ଏବଂ ପ୍ରୟୋଗ ପାଇଁ ସବୁଜ ପତ୍ରର ପ୍ରୟୋଗ କରନ୍ତୁ।
ସିନ୍ଦୂରକୁ ଘିଅରେ ମିଶାଇ ପେଷ୍ଟ କରନ୍ତୁ। ପାନ ପତ୍ରରେ ଏହି ପେଷ୍ଟ ଦ୍ବାରା ନିଜ ନାଁ ଲେଖନ୍ତୁ। ଏହାକୁ ଦେବୀଙ୍କୁ ଅର୍ପଣ କରନ୍ତୁ। ଏପରି ନବରାତ୍ରିରେ ଲଗାତାର ୩ଦିନ କରନ୍ତୁ।
ନବରାତ୍ରିରେ ପ୍ରତିଦିନ ସନ୍ଧ୍ୟାରେ ମା ଲକ୍ଷ୍ମୀଙ୍କୁ କର୍ପୂରରେ ଆଳତୀ କରନ୍ତୁ। ଏହା ପରେ ପାନପତ୍ରରେ ଗୋଲାପ ପାଖୁଡ଼ା ରଖି ତାଙ୍କୁ ଅର୍ପଣ କରନ୍ତୁ। ନବରାତ୍ରି ପରେ ପ୍ରତ୍ୟେକ ପୂର୍ଣ୍ଣିମା ରାତିରେ ଏପରି କରନ୍ତୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ