ଅପରାଧ ରାଜ୍ୟ

ଧରାପଡିଲେ ୩ ବାଇକ୍ ଚୋର, ୨ଟି ଚୋରା ବାଇକ୍ ଉଦ୍ଧାର

ବଡବିଲ ୨୩।୮: ବଡ଼ବିଲ ପୋଲିସ ହାତରେ ଧରାପଡିଲେ ବାଇକ୍ ଚୋର । ୩ ଜଣ ବାଇକ୍ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ବାଇକ୍ ଉଦ୍ଧାର କରିଛି ବଡବିଲ ପୋଲିସ । ଗିରଫ ୩ ଜଣ ହେଲେ ଭଞ୍ଜ କଲୋନୀର ଓମ୍ ମହାକୁଡ଼, ପ୍ରଦୀପ ମହାନ୍ତ ଓ ଆଶିଷ କୁଲୁ ।

ପିଏଚଡି, କାଳନ୍ଦୀ ସାହିରୁ ଗୋଟିଏ ଏବଂ କାରାଖେଣ୍ଡରା ଅଞ୍ଚଳରୁ ଗୋଟିଏ ବାଇକ୍ ଚୋରି ହୋଇଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଏହି ୩ଜଣ ବାଇକ୍ ଚୋରଙ୍କୁ ଗିରଫ କରିବା ସହ ୨ଟି ଚୋରା ବାଇକ୍ ଉଦ୍ଧାର କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।