ରାଜ୍ୟ ସ୍ୱାସ୍ଥ୍ୟ

ଦେବାଳିଆ ହେବାରୁ ବର୍ତ୍ତିବ ଫ୍ୟୁଚର ଗ୍ରୁପ୍, ବୀମା କାରବାର ବିକି ସୁଝିବ ଋଣ

ଫୁଲବାଣୀ ୦୯।୦୫ : କିଛି ମାସ ପରେ ପୁଣି ଥରେ ଲେଉଟିଛି କରୋନା । ରବିବାର ଦିନ ଜିଲ୍ଲାରୁ ଏକାଥରକେ ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାପରେ ସେମାନଙ୍କୁ ସଂଗରୋଧରେ ରଖାଯାଇଛି । ଲଗାତର ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗୁମଗଡ଼ରୁ ଜଣେ, ବାରଖମାରୁ ଜଣେ, ଦାରିଙ୍ଗବାଡ଼ିରୁ ୨ ଜଣ ରହିଛନ୍ତି । ସେମାନ ଆଉ କାହା ସହିତ ସଂସ୍ପର୍ଶରେ ଆସିଛନ୍ତି । ସେନେଇ ମଧ୍ୟ ତନାଘନା କରୁଛନ୍ତି ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ।

ତେବେ ୧୨ଦିନ ଧରି ଚାଲିଥିବା ପୁସ୍ତକ ମେଳା ସରିଥିବା ବେଳେ ବର୍ତମାନ ନାରାୟଣୀ ଯାତ୍ରା ଚାଲିଛି । ଆଗକୁ ପଲ୍ଲିଶ୍ରୀ ମେଳା, ନିଯୁକ୍ତି ମେଳା ହେବ l ଯାତ୍ରା ପାଇଁ ମିନା ବଜାର ମଧ୍ୟ ଆସିବ । ଏପରି ସ୍ଥଳେ ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହେବା ପ୍ରଶାସନ ଓ ଯାତ୍ରା କମିଟିକୁ ଚିନ୍ତାରେ ପକାଇଛି l ତେଣୁ ଆଗାମୀ ଦିନ ଉଭୟ ପ୍ରଶାସନ ଓ ଲୋକେ ସଚେତନ ହେବାର ଦରକାର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ