ମନୋରଞ୍ଜନ

ଦିଲୀପଙ୍କୁ ଟାଟା ଚିହ୍ନିଲେନି

ଷାଠିଏ ଦଶକର ଚର୍ଚ୍ଚିତ ଚଳଚ୍ଚିତ୍ର ଅଭିନେତା ଦିଲୀପ କୁମାର ଏକଦା ବିମାନରେ ଯାଉଥାନ୍ତି। ତାଙ୍କ ପାଖ ସିଟ୍‌ରେ ବସିଥାନ୍ତି ଟାଟା କମ୍ପାନିର ମ୍ୟାନେଜିଂ ଡାଇେରକ୍ଟର ଜେ.ଆର.ଡି ଟାଟା। ବହୁ ସମୟ ପର୍ଯ୍ୟନ୍ତ ଟାଟା ଦିଲୀପ କୁମାରଙ୍କ ସହ କଥା ନ ହେବାରୁ ବାଧ୍ୟ ହେଇ ଦିଲୀପ ତାଙ୍କୁ ପଚାରିଥିଲେ ଆପଣ ମୋତେ ଚିହ୍ନିନାହାନ୍ତି! ଟାଟା କିଛି ଉତ୍ତର ‌ଦେଲେନାହିଁ। ପୁଣି ଦିଲୀପ ତାଙ୍କୁ ନିଜ ପରିଚୟ ଦେଇ କହିଲେ, ଆପଣ ମୋତେ ଚିହ୍ନନ୍ତିନି? ମୁଁ ପରା ମୁଁ ହିନ୍ଦୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତା ଦିଲୀପ କୁମାର। ଟାଟା ଏଥର ବି କିଛି ଉତ୍ତର ‌ନ ଦେଇ ଚୁପ୍ ହୋଇ ବସିଲେ। ଏଥିରୁ ଦିଲୀପ କୁମାର ବୁଝିଯାଇଥିଲେ ଯେ ଆମେ ନିଜକୁ ଯେତେ ପରିଚିତ ଭାବୁଛୁ, ସେତେ ନୁହେଁ। କାରଣ ଆମଠାରୁ ମଧ୍ୟ ଆହୁରି ପ୍ରଖ୍ୟାତ ବ୍ୟକ୍ତିବିଶେଷ ଅଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ