ଅପରାଧ ରାଜ୍ୟ

ଦାଦନ ଶ୍ରମିକ ଉଦ୍ଧାର, ବେଲପଡାରୁ ହାଇଦ୍ରାବାଦ ଯିବା ବେଳେ ଉଦ୍ଧାର

ବଲାଙ୍ଗୀର ୨୫/୧୧: ବଲାଙ୍ଗୀର ଟାଉନଥାନା ପୋଲିସ ଦ୍ୱାରା ଦାଦନ ଶ୍ରମିକ ଉଦ୍ଧାର । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩୦ ଜଣ ମହିଳା-ପୁରୁଷ ଦାଦନ ଶ୍ରମିକ ୧୪ ଜଣ ଶିଶୁରହିଥିବା ସୂଚନା । ସମସ୍ତ ଶ୍ରମିକ ବେଳପଡା ବ୍ଲକର ।

ବଲାଙ୍ଗୀର ବେଲପଡାରୁ ହାଇଦ୍ରାବାଦ ଯିବା ବେଳେ ବଲାଙ୍ଗୀର ଟାଉନଥାନା ପାଖରେ ଉଦ୍ଧାର କଲା ପୋଲିସ । ବେଳପଡା ଟେଟକା ନାମକ ସର୍ଦାର ଶ୍ରମିକଙ୍କୁ ଚାଲାଣ କରୁଥିବା ସୂଚନା ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।