ସ୍ୱାସ୍ଥ୍ୟ

ଡାଇବେଟିସ୍‌ ଓ କ୍ୟାନ୍ସର ପାଇଁ ଅନେକ ଉପକାରୀ ଏହି ଗଛ

ସଦାବାହାର ଗଛ ପ୍ରାୟ ସମସ୍ତଙ୍କ ବାଡ଼ିରେ ବା ଛାତ ଉପରେ କୁଣ୍ଡରେ ଶୋଭା ପାଇଥାଏ। ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଥିବା ଏହି ଆର୍ୟୁବେଦିକ ଗଛ ଡାଇବେଟିସ୍‌ ଓ କ୍ୟାନ୍ସର ଭଳି ରୋଗର ଉପଶମ କରିପାରିବ? କେବଳ ଏତିକି ନୁହେଁ ଏହା ବ୍ଲଡ୍‌ ସୁଗାର ବା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।


ଯଦି ଆପଣ ଏହାର ସଠିକ ଉପଯୋଗ କରିବେ ତାହାଲେ ଆପଣଙ୍କୁ ଅଧିକ ଟଙ୍କା ଦେଇ ଔଷଧ କିଣିବାକୁ ପଡ଼ିବନାହିଁ। ଏହା ଏକପ୍ରକାର ଇନ୍‌ସୁଲିନ୍‌ ଭଳି କାମ କରିଥାଏ।


ଏହି ଗଛର ନାମ ଏଥିପାଇଁ ସଦାବାହାର ରଖାଯାଇଛି ଯେ, ଏହି ଗଛର ଫୁଲ ବାର ମାସ ଯାଏ ଫୁଟିଥିଏ। ଏଥିପାଇଁ ଏହାକୁ ବାରମାସୀ ବା ସଦ୍‌ପୁଷ୍ପା ମଧ୍ୟ କୁହାଯାଏ। ଏଥିରେ ଅନେକ ଔଷଧିୟ ଗୁଣ ଥିବାରୁ ଏହାକୁ ସଂଜୀବନୀ ମଧ୍ୟ କୁହାଯାଏ।

ସଦାବାହାର ଦ୍ୱାରା କ୍ୟାନ୍ସର ଉପଚାର-


କ୍ୟାନ୍ସର ରୋଗୀଙ୍କୁ ସଦାବାହାର ପତ୍ରର ଚଟଣୀ ଖାଇବାକୁ ଦେଲେ ଅନେକ ଫାଇଦା ମିଳିଥାଏ।

ଏହାର ରସ ବାହାର କରି ମଧ୍ୟ ପିଇପାରିବେ। କିନ୍ତୁ ଏହାକୁ ଖାଲି ପେଟରେ ଖାଇବା କି ପିଇବା ଆବଶ୍ୟକ।

ଡାଇବେଟିସ୍‌ ଉପଚାର


୧.ସଦାବାହାରର ପୂରା ଗଛରେ ପାଖାପାଖି ୧୫୦ ପ୍ରକାର Alkaloid ରହିଥାଏ।

୨.ଏହା ଆମ ଶରୀରରେ ସୁଗାର ଲେବଲ ବା ଶର୍କରା ସ୍ତର କମ୍‌ କରିବା ପାଇଁ ଅନେକ ସାହାଯ୍ୟ କରିଥାଏ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।